Odisha Link
Bridging the Missing Links in Odisha

ନୟାଗଡ଼: ବଜ୍ରାଘାତରେ ୨ ଗୁରୁତର ଆହାତ

ନୟାଗଡ଼: ଆଜି ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଓ ମାଙ୍କପଲ୍ଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସନ୍ଧ୍ୟା ସମୟରେ ବଜ୍ରାଘାତ ମାରିବାରୁ ୨ଜଣ ଗରୁରତର ଆହାତ ହୋଇଛନ୍ତି। ଦୁର୍ଗାପ୍ରସାଦ ଗ୍ରାମର ପ୍ରଶାନ୍ତ କୁମାର ପାଳ(୨୩) ଏବଂ ମାଙ୍କପଲ୍ଲୀ ଗ୍ରାମର କଞ୍ଚନ ନାୟକ ବଜ୍ରାଘାତରେ ଆହାତ ହୋଇଛନ୍ତି। ବର୍ତ୍ତମାନ ୨ ଜଣ ଆହାତ ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Comments are closed.