Odisha Link
Bridging the Missing Links in Odisha
Daily Archives

September 4, 2019

ଦୁଇଦିନ ପରେ ଆରମ୍ଭହେଲା ପ୍ରଭୁ…

ଭୁବନେଶ୍ବର : ଦୀର୍ଘ ୨ଦିନ ପରେ ଦାନ୍ତ ଘଷିଲେ ପ୍ରଭୁ ଲିଙ୍ଗରାଜ। ମଙ୍ଗଳବାର ସକାଳଠାରୁ ବନ୍ଦଥିବା ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ବୁଧବାର ଆରମ୍ଭ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କର ଅବକାଶ ନୀତିପରେ ମଙ୍ଗଳ ଆଳତି କରାଯାଇଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗର ସଭାପତି ବିରଞ୍ଜି ନାରାୟଣ ପତି।…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ସେ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍…

ବଲିଉଡରେ ପାଦ ଥାପିଲେ ମିସ୍ ୱର୍ଲ୍ଡ…

ଭୁବନେଶ୍ବର:  ମିସ୍ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କୁ ନେଇ ଚାଲିଛି  ଚର୍ଚ୍ଚା।  ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ସିନେମାରେ  'ପୃଥ୍ୱୀରାଜ ଚୌହାନ'ରେ ମାନୁଷୀ ଚିଲ୍ଲରଙ୍କୁ ଲିଡ୍ ରୋଲ୍ ରେ ନବାପାଇଁ  ନିଷ୍ପତ୍ତି ହୋଇସାରିଛି।  ଏହି ସିନେମାରେ'ପୃଥ୍ୱୀରାଜ୍ ଚୌହାନ'ଙ୍କ ଭୂମିକାରେ ଅକ୍ଷୟ କୁମାର …

ନଦୀରୁ ମିଳିଲା ବସ୍ତାରେ ବନ୍ଧା ମୃତଦେହ

ନିଶ୍ଚିନ୍ତକୋଇଲି : ମୃତ୍ୟୁ କେତେବେଳେ ଯେ କେଉଁ ରୂପରେ ଆସିଥାଏ ତାହା ସମସ୍ତଙ୍କୁ ଅଜଣା। ଏଠି କିଏ ଦୁର୍ଘଟଣାରେ ମୃତ୍ୟୁ ବରଣ କଲାଣି ତ ପୁଣି କିଏ ହୃଦ୍‌ ଘାତରେ। ଠିକ୍‌ ସେହିପରି କିଏ କାହା ପ୍ରତିଶୋଧର ଶିକାର ହୋଇ ମୃତ୍ୟୁ ବରଣ କଲାଣିତ ପୁଣି କାହାର ହେଉଛି ହତ୍ୟା। ସେହିପରି ଏକ ଅଭାବନୀୟ ଘଟଣା ନଜରକୁ…

ବାଙ୍ଗାଲୋର: ଗଣେଶ ପୂଜା ଧୁମଧାମରେ ପାଳନ…

ବାଙ୍ଗାଲୋର: ପ୍ରବାସୀ ଓଡିଆମାନେ ବାଙ୍ଗାଲୋର ସହରରରେ ଧୁମଧାମରେ ପାଳନ କରିଛନ୍ତି ଗଣେଶ ପୂଜା। ପ୍ରବାସୀ ଓଡ଼ିଆମାନେ ବାଙ୍ଗାଲୋର ଠାରେ ଭାଷା , ସାହିତ୍ୟ , ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ସହ ବୈଷୟିକ ଜ୍ଞାନ କୌଶଳ ଏବଂ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ବାଙ୍ଗାଲୋରର ଓଡିଆମାନେ ନିଜର…

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ…

ଇଟାନଗର: ଭାରତୀୟ ସୀମା ତଥା ଅରୁଣାଚଳ ପ୍ରଦେଶରେ ପୁଣିଥରେ ଚାଇନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଷଡ଼ଯନ୍ତ୍ରର ଚିତ୍ର…

ପୂର୍ବତନ ରେଳ କର୍ମଚାରୀଙ୍କ ମୃତଦେହ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରଯାଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ନଗେନ୍ଦ୍ର କୁମାର ଦାଶ। ସେ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ନଗେନ୍ଦ୍ରଙ୍କ ସ୍ତ୍ରୀ ଆଜି ସକାଳେ…

ରୁଷିଆ ଗସ୍ତରେ ମୋଦି: ରୁଷିଆର ସର୍ବୋଚ୍ଚ…

ନୂଆଦିଲ୍ଲୀ: ରୁଷ୍‌ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ରୁଷିଆ ମଧ୍ୟରେ ୨୦ଶ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ମୋଦି। ସେ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ, ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ଆମେ ଅନେକ ସମୟରେ ଦେଖା ହୋଇଛୁ।…

ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ୍

ଝାରସୁଗୁଡ଼ା: ବ୍ୟାଙ୍କରେ ପଶି ଲୁଟିଲେ ଡକାୟତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୧୪ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବେଲପାହାଡ଼ ଗୁମାଡେରାସ୍ଥିତ ଆକ୍ସିସ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୪ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କରେ ପଶିଥିଲେ। ଆଉ ତା ପରେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ…

ବିଦ୍ୟୁତ ଆଘାତରେ ୨ ମୃତ

ନୟାଗଡ଼: ଗୋଡିପଡା ନିକଟ ରଙ୍କଦେଉଳି ଗ୍ରାମରେ ଅଘଟଣ ଘଟିଛି। ବିଦ୍ୟୁତ ଆଘାତରେ ୨ ବ୍ୟକ୍ତିଙ୍କ ମୃତ୍ୟୁ। ମୃତକ ମାନ ହେଲେ ଲକ୍ଷ୍ମଣ ସାହୁ ଓ ରବି ପରିଡା ମୃତ। ଲକ୍ଷ୍ମଣ ସାହୁ ଙ୍କ ଘରେ ବିଦ୍ୟୁତ ସଜାଡୁଥିବା ସମୟରେ ପ୍ରଥମେ ଲକ୍ଷ୍ମଣ ସାହୁଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ରବି…