Odisha Link
Bridging the Missing Links in Odisha

ବିଦ୍ୟୁତ ଆଘାତରେ ୨ ମୃତ

ନୟାଗଡ଼: ଗୋଡିପଡା ନିକଟ ରଙ୍କଦେଉଳି ଗ୍ରାମରେ ଅଘଟଣ ଘଟିଛି। ବିଦ୍ୟୁତ ଆଘାତରେ ୨ ବ୍ୟକ୍ତିଙ୍କ ମୃତ୍ୟୁ। ମୃତକ ମାନ ହେଲେ ଲକ୍ଷ୍ମଣ ସାହୁ ଓ ରବି ପରିଡା ମୃତ। ଲକ୍ଷ୍ମଣ ସାହୁ ଙ୍କ ଘରେ ବିଦ୍ୟୁତ ସଜାଡୁଥିବା ସମୟରେ ପ୍ରଥମେ ଲକ୍ଷ୍ମଣ ସାହୁଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ରବି ପରିଡାଙ୍କ ମୃତ୍ୟୁ ଘଟିଛି। ଗାଁରେ ଶୋକର ଛାୟା ଖେଳିଯାଇଛି।

Comments are closed.