ଟ୍ରକ୍ ପଛରେ ଧକ୍କା ଖାଇଲା…
ଯାଜପୁର: ରବିବାର ବିଳମ୍ବିତ ରାତ୍ରୀରେ ବଡ଼ଚଣା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦୋଳ ନିକଟରେ ଗୋଟାଏ ଆମ୍ବୁଲାନ୍ସ୍ ଗୋଟାଏ ଟ୍ରକ୍ ପଛରେ ଧକ୍କା ଖାଇବାରୁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ୧୦୮ ଆମ୍ବୁଲାନ୍ସ୍ଟି…