Odisha Link
Bridging the Missing Links in Odisha
Daily Archives

September 10, 2019

ଯୁକ୍ତ ୩ ପରୀକ୍ଷା ଢାଞ୍ଚାରେ ହେବ…

ଭୁବନେଶ୍ବର: ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା। ଏଣିକି ହେବ ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ। ଏଥର ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି। ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ…

ଗତକାଲି ସାହାସ ଦେଖାଇଥିଲେ, ଆଜି ପାଇଲେ…

ଭୁବନେଶ୍ବର: ଗତକାଲି ରୋଡ ରୋମିଓଙ୍କୁ ସାବାଡ଼ କରି ଚର୍ଚ୍ଚାରେ ଥିଲେ ବେବିନା ମହାନ୍ତି। ଆଉ ଆଜି ସାହିସକତାର ପରିଚୟ ଦେଇଥିବା ପାଇଁ କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଦୁଇ ପୁଅଙ୍କ ସାଙ୍ଗେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି।…

ନିଜ ଦେଶକୁ ଫେରିଲେ ଋଷି କପୁର୍‌

ଭୁବନେଶ୍ୱର: ପ୍ରାୟ ବର୍ଷେ ପରେ ଭାରତ ଫେରିଛନ୍ତି ବଲିଉଡ୍‌ ଅଭିନେତା ଋଷି କପୁର୍‌। କ୍ୟାନସରର ଚିକିତ୍ସା କରାଇବା ପାଇଁ ନ୍ୟୁୟର୍କରେ  ଯାଇଥିଲେ। ସୋମବାର ବିଳମ୍ୱିତ ରାତିରେ ଋଷି କପୁର ସ୍ତ୍ରୀ ନୀତୁଙ୍କ ସହିତ ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିଥିଲେ।ତାଙ୍କ ଫ୍ୟାନ୍‌ମାନେତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ…

ଛୁଟିରେ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଟ୍ରାଫିକ୍ କଟକଣା କୋହଳ ନେଇ  ତତ୍ପରତା ପ୍ରକାଶ ପାଇଛି। ପରିବହନ ବିଭାଗ ଓ ଆର୍‌ଟିଓ ଅଫିସ ଛୁଟି ଦିନରେ ବି ଖୋଲା ରହିବ। ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ। ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍।…

୨୦୦୭ ମସିହା ପରଠାରୁ ନାଲି ଫିତା ତଳେ…

ଭୁବନେଶ୍ବର: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସଆଇଙ୍କୁ ଦିଆଯାଉଥିବା ବେଳେ ବଳତ୍କାର ଓ ଅନ୍ୟ ମାମଲାଗୁଡ଼ିକର ତଦନ୍ତ ଭାର ଏସଆଇ ନେଇଥାନ୍ତି। କିନ୍ତୁ ଅତି ସମ୍ବେଦନଶୀଳ ମାମଲା ଯଥା ହତ୍ୟା ଓ ବ୍ୟାଙ୍କ୍‌…

‘କୋକଲି-ଫିସ୍ ଆଉଟ ଅଫ ୱାଟର…

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। କ୍ଷୁଦ୍ର ଚଳଚ୍ଚିତ୍ର 'କୋକଲି-ଫିସ୍ ଆଉଟ ଅଫ ୱାଟର 'କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏହି ସିନେମାର ନିର୍ମାତା ସ୍ନେହାଶିଷ ଦାସ ଏବଂ ପ୍ରଶାନ୍ତ ନାଏକ ସମ୍ପାଦନା କରିଛନ୍ତି।ଏହି ସିନେମାଟି ମେକ୍ସିକୋର ବକାଲାର୍…

ଦୁଷ୍କର୍ମ ହତ୍ୟାକାରୀକୁ ଫାଶି

ଭୁବନେଶ୍ୱର: ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରିବା ଅଭିଯୋଗରେ ଜଣକୁ ଫାଶି ଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ କାଳିଆ ମାନା ଓରଫ ନବକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଗତ ୨୦୧୮ ମାର୍ଚ୍ଚରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଥିଲା ଏକ ନୃଶଂସ କାଣ୍ଡ। କାଳିଆ ଜଣେ ୯…

ଫାଇନ ପଇସା ଫେରାଅ

ଭୁବନେଶ୍ବର: ଫାଇନ୍‌ ପଇସା ଫେରେିବାକୁ କହିଲେ ବିଜେପି ଓ କଂଗ୍ରେସ ନେତା। ସେପ୍ଟମ୍ବର ପହିଲାରୁ ସେପ୍ଟମ୍ବର ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଯାହାରି ଫଳରେ ମୋଟା ଅଙ୍କର ତଣ୍ଡ ଗଣିଥିଲେ ଆଇନ୍‌ ଉଲ୍ଲଘଂନକାରୀ। ହେଲେ ଗତକାଲି ପୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଇନକୁ…

ବାତିଲ ହେବ ପରିବହନ ବିଭାଗ ଅଧିକାରୀ ଓ…

ଭୁବନେଶ୍ବର : ଟ୍ରାଫିକ୍ କଟକଣା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି। ପରିବହନ ବିଭାଗ ଓ ଆର୍‌ଟିଓ ଅଫିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହେବ। ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ। ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର…

ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ…

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି ବୋଲି ଆଜି ଇସ୍ରୋ ପକ୍ଷରୁୁ ଏଭଳି ଟ୍ବିଟ୍‌ କରାଯାଇଛି। ଇସ୍ରୋ ମଙ୍ଗଳବାର ଟୁଇଟ୍ କରି ଆହୁରି ସୂଚନା ଦେଇଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ…