Odisha Link
Bridging the Missing Links in Odisha
Daily Archives

September 12, 2019

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ…

କତାର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ…

ଆଜିଠୁ ଦିଲ୍ଲୀର କୋଟଲା ହେଲା ଅରୁଣ ଜେଟଲୀ…

ନୂଆଦିଲ୍ଲୀ: ଆଜିଠୁ ବଦଳିଲା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ। ଆଜିଠୁ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ…

କଲେଜକୁ ଅଚାନକ ଗସ୍ତ କଲେ ମନ୍ତ୍ରୀ ଅରୁଣ,…

ଭୁବନେଶ୍ବର: ଆଜି ଅପରାହ୍ନରେ କଟକ ଜିଲ୍ଲା ଅନ୍ତର୍ଗତ କଳାପଥର-ଧଳା ପଥର ଡିଗ୍ରୀ ମହାବିଦ୍ୟାଳୟ, କଳା ପଥରକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଲେଜ୍‌ର ଅଧ୍ୟକ୍ଷ…

ଓ୍ବାର୍ଲଡ଼ ଫିଜିଓଥେରାପି ଦିବସ ଉପଲକ୍ଷେ…

ଭୁବନେଶ୍ବର: ଓ୍ବାର୍ଲଡ଼ ଫିଜିଓଥେରାପି ଦିବସ ଉପଲକ୍ଷେ ନିଳାଚଳ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ତରଫରୁ ନିମ୍‌ସ ଫିଜିଓଫେଷ୍ଟ ଉଦଘାଟିତ. ଦୁଇଦିନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ମାନ୍ୟବର ଡ. ପ୍ରମୋଦ କୁମାର ମେହେଦା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଆନୁଷ୍ଠାନିକ ଭାବେ…

ଆଞ୍ଚଳିକ ଖବରକାଗଜର ସ୍ବତନ୍ତ୍ରତା ବଜାୟ…

ଭୁବନେଶ୍ବର: ସ୍ଥାନୀୟ ଇନଷ୍ଚିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକଲ୍ୟରେ ଆଞ୍ଚଳିକ ମୁଦ୍ରିତ ଗଣମାଧ୍ୟର ଗୁରୁତ୍ବ ଓ ପ୍ରଭାବ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ କହିଥିଲେ ଯେ, ସ୍ବାଧିନତା ଓସ୍ବାଧିନତା ପରବର୍ତି ସମୟରେ…

ପିଲାକୁ ତାଲା ପକାଇବା ଘଟଣାରେ ପ୍ରଧାନ…

ବାଲେଶ୍ୱର : ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଯିବା ଘଟଣାରେ ଆଜି ତଦନ୍ତ ହୋଇଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯିବା ପରେ ସିଆରସିସିଙ୍କ…

ରାଜସ୍ବ ଅଧିକାରୀ ତାଲିମ କେନ୍ଦ୍ରକୁ…

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧିନସ୍ଥ ରାଜସ୍ବ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ପରିର୍ଦଶନ ଅବସରରେ ମନ୍ତ୍ରୀ  ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ…

କିଷାନ ମନଧନ ଯୋଜନାର ଶୁଭାରମ୍ଭ କଲେ ମୋଦି

ଝାଡଖଣ୍ଡ: ଆଜି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ ମନଧନ ଯୋଜନାର ଶୁଭାରମ୍ଭ ସହ ଝାଡଖଣ୍ଡର ବିଧାନସଭାର ନୂଆ ଭବନ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମ ସରକାର ପ୍ରତି ଭାରତବାସୀଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ପ୍ରୟାସରତ।…

ଧୋନିଙ୍କୁ ନେଇ ବିରାଟଙ୍କ ଟ୍ବିଟ, ସୋଶିଆଲ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଟ୍ବିଟ ଏବେ ଚର୍ଚ୍ଚାରେ। ଯାହାକି ଏବେ ସୋଶିଆଲ ମଡିଆରେ ଘୁରି ବୁଲୁଛି। ଆଜି ବିରାଟ ଏକ ଫଟୋ ଟ୍ବିଟ କରିଥିଲେ। ଯେଉଁଥିରେ ସେପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି। ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି,…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍:…

ନୂଆଦିଲ୍ଲୀ: ଆଜି ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଆଗାମୀ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି। ହେଲେ ଟିମରେ ଅଲରାଉଣ୍ଡର ହାର୍ଦ୍ଦିକ ପା‌ଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ । ଏଥିସହିତ ଚୟନ କମିଟି ଭାରତୀୟ ଟିମ୍‌ରେ ଓପନର କେ.ଏଲ୍‌…