Odisha Link
Bridging the Missing Links in Odisha

ମୁଣ୍ଡକୁ ତଳକୁ କରୁଥିବା ଲୋକଙ୍କ ଉଚ୍ଚତାରେ ପଡୁଛି ପ୍ରଭାବ

ଭୁବନେଶ୍ବର:ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ ।ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡକୁ ତଳକୁ ନୁଆଁଇ ପଡେ କିନ୍ତୁ ଏହା ଅଧିକାଂଶ ସମୟରେ ଆପଣଙ୍କ ଉଚ୍ଚତାରେ ବିପଦ ପକାଇଥାଏ । ଆଜିକାଲି ଫୋନ୍ ଏବଂ ଟାବଲେଟ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

ଏହାକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରିବାକୁ ପଡିଥାଏ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି କି ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ପ୍ରେସର୍ ପଡିଥାଏ। ଏବଂ ସିଧାସଳଖ ଉଚ୍ଚତାରେ ଏହା ପ୍ରଭାବ ପକାଇଥାଏ ।ଗବେଷଣାରୁ ଜଣାପଡିଛି ମହିଳା ଏବଂ ଛୋଟ ପିଲା କିମ୍ବା ଲମ୍ବା ଲୋକ ନିଜ ମୁଣ୍ଡକୁ ତଳକୁ କରିଥାଅନ୍ତି ଓ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି ।

Comments are closed.