Odisha Link
Bridging the Missing Links in Odisha

ମେରିକମଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ବକ୍ସିଂ ତାରକା ଏମସି ମେରିକମ ପାଇବେ ପଦ୍ମ ବିଭୂଷଣ। ମେରିକମଙ୍କ ମନୋନୟନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପଦ୍ମ ଭୂଷଣ ପାଇବେ। ଏହାଛଡ଼ା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଓ ଟିଇ ତାରକା ମନିକା ବାତ୍ରାଙ୍କୁ ପଦ୍ମଶ୍ରୀ ପ୍ରଦାନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.