Odisha Link
Bridging the Missing Links in Odisha

୨ ବାଇକ ଆରୋହୀ ମୃତ

ରାୟଗଡ଼ା: ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଉ ଏଥିରେ ଅକାଳରେ ଝଡ଼ି ଯାଇଛି ୨ଟି ଜୀବନ। କାର ଚାପି ଦେବାରୁ ଘଟଣା ସ୍ଥଳରେ ୨ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି। ଏନଏଚ-୩୨୬ କୁଟୁଳି ପାଖରେ ଏକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ ଆରୋହୀଙ୍କ ଶୋଚନୀୟ ମୃତୁ୍ୟ ହୋଇଛି। ତେବେ ଦୁର୍ଘଟଣା ପରେ କାର ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Comments are closed.