Odisha Link
Bridging the Missing Links in Odisha

ସୁସ୍ଥ ରହିବାରଉପାୟ

ନିୟମିତ ଘର କାମ କଲେ ଜଣେ ବ୍ୟକ୍ତି ସୁସ୍ଥ ରହି ଜୀବନ ଅତିବାହିତ କରିପାରିବ।
କେତେକ ଉପାୟ ହେଲା :
* ନିୟମିତ ଭାବରେ ନିଜେ ନିଜ ଘରର ବିଛଣାକୁ ସଜାଡି ରଖନ୍ତୁ ।ପରୀକ୍ଷାରୁ ଜଣାପଡ଼ିଛିକି, ବିଛଣା ସଜାଡ଼ିବା ପାଇଁ ୧୫ମିନିଟରେ ୬୫ କ୍ୟାଲୋରୀ ଖର୍ଚ୍ଚ       ହୁଏ,ଏହାକୁ ଦେଢ଼ କିମି ଚାଲିବା ସହ ତୁଳନା କରାଯାଇଛି।
* ଘର ପୋଛା କାମ କଲେ ୩୦ ମିନିଟରେ ୧୪୫ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଏହା ଟ୍ରେଡିମିଲରେ ୧୫ ମିନିଟ୍‌ ଦୌଡ଼ିବା ସହ ସମାନ ।


* ବାସନ ମାଜିଲେ ୧୫ ମିନିଟରେ ୫୬୦ କ୍ୟାଲୋରୀ ଖର୍ଚ୍ଚ ହୁଏ। ୨୫୦୦ ମିଟର ସନ୍ତରଣ କରିବା ସହ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।
* ଓ୍ବାଶିଂ ମେସିନରେ ଲୁଗା ସଫା ନ କରି ନିଜେ କପଡ଼ାକୁ ସଫା କରିଲେ ।ତାହା ୬୦ ମିନିଟରେ ୮୫ କ୍ୟାଲୋରୀ ଖର୍ଚ୍ଚ ହୁଏ ।
* ପରିବା କାଟିବା ଏରୋବିକ୍ସ ବ୍ୟାୟମ ପରି କାମ କରିଥାଏ।
* ଘର ବଗିଚାରେ କାମ କରିବା ଦ୍ବାରା ୬୦ ମିନିଟ୍‌ରେ ୨୫୦ କ୍ୟାଲୋରୀ ଖର୍ଚ୍ଚ ହୁଏ।
* ନିଜ ସ୍ନାନାଗାରର ତଳ ଫ୍ଲୋର୍‌ ସହ ବେସିନ୍‌ ସଫା କଲେ ୩୦ ମିନିଟରେ ୨୮୦ କ୍ୟାଲୋରୀ ଖର୍ଚ୍ଚ ହୁଏ।
* କାର୍‌ ମଧ୍ୟ ସଫା କରିଲେ ୩୦ ମିନିଟରେ ୧୪୩ କ୍ୟାଲୋରୀ ଖର୍ଚ୍ଚ ହୁଏ।

Comments are closed.