Odisha Link
Bridging the Missing Links in Odisha
Daily Archives

September 19, 2019

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟରେ…

ଭୁବନେଶ୍ୱର :ଭିନ୍ନକ୍ଷମ ଶିଶୁମାନଙ୍କ ସବୁମତେ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଓଡ଼ିଶାରେ ଦୁଇଟି ପ୍ରାକ୍‌-ଶୈଶବ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ସହିତ ଭୁବନେଶ୍ୱରଠାରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ କ୍ରୀଡ଼ା କେନ୍ଦ୍ର ସ୍ଥାପନ କରିବା ସକାଶେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ…

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପନ ହେବାକୁ ଯାଉଛି ବୋଲି ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନ ଠାରେ ଭିଡିଓ କନଫରେନ୍ସି ଜରିଆରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ପୂର୍ବତଟ ରେଳବାଇ ଏବଂ ଓଡିଶା ସରକାରଙ୍କ…

ସେପ୍ଟେମ୍ବର ୨୨ରେ ଓଡ଼ିଶା ୟୁଥ୍‌…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଚଳିତ ମାସ ୨୨ ତାରିଖ, ରବିବାର ଦିନ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୬ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯିବ।…

ସନ୍ତୋଷ ଟ୍ରଫି: ୨୦ ଜଣିଆ ଓଡ଼ିଶା ଫୁଟବଲ…

କଟକ: ଆଜି ଘୋଷଣା ହେଲା ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଫୁଟବଲ ଟିମ୍‌। ଚଳିତ ମାସ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ୱେଷ୍ଟ ବେଙ୍ଗଲର କଲ୍ୟାଣୀଠାରେ ଖେଳାଯିବ ସନ୍ତୋଷ ଟ୍ରଫି। ୭୪ତମ ଜାତୀୟ ସିନିୟର ପୁରୁଷ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ଇଷ୍ଟ ଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ ପାଇଁ ଓଡ଼ିଶା ଦଳର ଘୋଷଣା…

କଲ୍ୟାଣକାରୀ ଯୋଜନା ଶ୍ରମିକମାନଙ୍କ ପାଖରେ…

ଭୁବନେଶ୍ୱର :ଖାରବେଳ ଭବନରେ ଥିବା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ସମ୍ମିଳନୀ କକ୍ଷରେ ଉକ୍ତ ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଏକ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ରାମ ମନ୍ଦିର ପ୍ରସଙ୍ଗରେ ଏମିତି କହିଲେ…

ନାସିକ୍: ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ଏବେ ରାମ ମନ୍ଦିର ପ୍ରସଙ୍ଗ ବା ଅଯୋଧ୍ୟା ମାମଲା ଚର୍ଚ୍ଚାରେ। କାରଣ ଏବେ ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ନେତା ବିବାଦିୟ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା…

‘କାଳିଆ’: ଅଯୋଗ୍ୟ…

ଭୁବନେଶ୍ୱର: ଚର୍ଚ୍ଚାରେ କଳିଆ ଯୋଜନା। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ଶାସକ ଦଳକୁ ଘେରିଛି ଭାରତୀୟ ଜନତା ପାର୍ଟି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ…

ଜେଲ ଗଲେ ଆଶୀର୍ବାଦ

ଭୁବନେଶ୍ବର: ଜେଲ ଗଲେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନକୁ ସିବିଆଇ ସିଜେଏମ କୋର୍ଟରେ ଖାରଜ ହୋଇଛି। ଫଳରେ ଜେଲ ଗଲେ ଆଶୀର୍ବାଦ। ଅକ୍ଟୋବର ୧ଯାଏଁ ବିଚାର ବିଭାଗୀୟ ହାଜତରେ ଆର୍ଶୀବାଦ ରହିବେ ବୋଲି ସୂଚନା ମିଳିଛି। ଆଜି…

ପୁଣି ବିଜେଡିରେ ଦାମଙ୍କ ଝିଅ

ଭୁବନେଶ୍ୱର: ପୁରୁଣା ଘରକୁ ଫେରିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ଝିଅ। ନିର୍ବାଚନ ପରେ ବିଜୁ ଜନତା ଦଳକୁ ଫେରିଛନ୍ତି ଦାମୋଦର ରାଉତଙ୍କ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସାଧାରଣ ନିର୍ବାଚନ ପୂର୍ବରୁ ତଥା ଗତ ମାର୍ଚ୍ଚ ୧୬ରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।…

ପୁଣି ନିରାଶ ଚିଦାମ୍ବରମ୍, ଅକ୍ଟୋବର ୩…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। କାରଣ ଅକ୍ଟୋବର ୩ ତାରିଖ ଯାଏ ବଢ଼ିଲା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ବଢାଇଛନ୍ତି। ଅଗଷ୍ଟ ୨୦ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି…