Odisha Link
Bridging the Missing Links in Odisha

ଜାଣନ୍ତୁ କିଏ ପାଇଲେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ

ମୁମ୍ବାଇ: ଆଇଆଇଏଫଏ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ-୨୦୧୯ ଆୱାର୍ଡ ବୁଧବାର ରାତି ଆୟୋଜିତ ହୋଇଯାଛି ।ଏହି ଆୱାର୍ଡ ଅନେକ ଅଭିନେତା ,ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ଆୱାର୍ଡଙ୍କୁ ମିଳିଥିଲା ।ସେହିପରି ରଣବୀର ସିଂହଙ୍କୁ ସିନେମା ପଦ୍ମାବତ ପାଇଁ ଶ୍ରେଷ୍ଠ ଅଭିନେତା ଓ ସିନେମା ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ନିର୍ଦ୍ଦେଶକ ଶ୍ରୀରାମ ରଘୁବନଙ୍କୁ ଅନ୍ଧାଧୂନ ପାଇଁ ଶ୍ରେଷ୍ଠ ଆୱାର୍ଡ ମିଳିଛି । ଧଡକର ଅଭିନେତା ଈଶାନ ଖଟ୍ଟରଙ୍କୁ ବେଷ୍ଟ ଡିବଟ ପୁରୁଷ ଆୱାର୍ଡ ମିଳିଥିବା ବେଳେ ଓ ମହିଳାବର୍ଗରେ ସାରା ଅଲିଙ୍କୁ କେଦାରନାଥ ସିନେମା ପାଇଁ ବେଷ୍ଟ ପାଇଁ ଆୱାର୍ଡ ମିଳିଛି ଏବଂ ବିକି କୌଶଲଙ୍କୁ ସଞ୍ଜୁ ସିନେମାର ବେଷ୍ଟ କୋ ଆକ୍ଟର ଭାବରେ ଆୱାର୍ଡ ମିଳିଛି ।


ବଲିଉଡର ବହୁପ୍ରତୀକ୍ଷିତ ଅଭିନେତା ଓ ଅଭିନେତ୍ରୀ ତଥା ସାହିଦ କପୁର, ଈଶାନ ଖଟ୍ଟର, କବୀର ଖାନ, ନିନା ଗୁପ୍ତା, ମିନି ମାଥୁର, ରିତେଶ ଦେଶମୁଖ  ଆଲିଆ ଭଟ୍ଟଓ ଜେନେଲିଆ ଡି ସଉଜା, ଅନୁରାଗ ବସୁ, ଭୂଷଣ କୁମାର ଏହି ଆୱାର୍ଡ ଯୋଗଦେଇଥିଲେ।। ବଲିଉଡର ଅଭିନେତ୍ରୀ ରେଖା ଏକ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିକି ପହଞ୍ଚିଥିଲେ । ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଏକ ସ୍ୱତନ୍ତ୍ର ଡିଜାଇନ ପୋଷାକ ରେ ଦେଖିବାକୁ ମିଳିଥିଲା।

Comments are closed.