Odisha Link
Bridging the Missing Links in Odisha

ଖୋଲିଲା ନିହାରିକା ମୃତ୍ୟୁ ରହସ୍ୟ

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା ଖୋଲିଛି। ଆଜି ଏକ ପ୍ରସମିଟ କରି ଜଗତସିଂହପୁର ଏସପି ଆର.ପ୍ରକାଶ କହିଛନ୍ତି ।ପ୍ରେସମିଟରେ ହତ୍ୟା ରହସ୍ୟ ଉନ୍ମୋଚନ କରୁଛନ୍ତି ଏସ୍‌ପି।ପ୍ରେସମିଟରେ ହତ୍ୟା ରହସ୍ୟ ଉନ୍ମୋଚନ କରୁଛନ୍ତି ଏସ୍‌ପି। ନିହାରିକା ନିଖୋଜ ଥିବା ମଧୁପାଟଣା ଥାନାରେ ଏତଲା ହୋଇଥିଲା। ୮ ତାରିଖରୁ ନିଖୋଜ ଥିବା ନେଇ ୯ ତାରିଖରେ ଏତଲା ହୋଇଛି ବୋଲି ଏସପି କହିଛନ୍ତି। ୧୭ ତାରିଖରେ ବିରିଡ଼ି ଥାନା ବିଲୁଆ ଖାଇ ନଦୀରୁ ଶବ ମିଳିଥିଲା।

Comments are closed.