Odisha Link
Bridging the Missing Links in Odisha
Daily Archives

September 25, 2019

କଟକ ଡିଜିଏଫ୍ଟି ଶାଖା କାର୍ଯ୍ୟାଳୟ…

ନୂଆଦିଲ୍ଲୀ: ବୈଦେଶିକ ବାଣିଜ୍ୟ ନିର୍ଦ୍ଦେର୍ଶାଳୟ(ଡିଜିଏଫ୍‌ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ତଥା ସ୍ଥାନାନ୍ତରଣ ନିଷ୍ପତିର ପୁର୍ନବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ…

ଦିଲ୍ଲୀପ ପଣ୍ଡା ହେଲେ ବିଜେପୁରରୁ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଦଳ ତାର ପ୍ରାର୍ଥୀ ନାମ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ନାମ ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ…

ଶିଳ୍ପ ସଂସ୍ଥା ନିର୍ମାଣ ପୂର୍ବରୁ ପ୍ରଥମେ…

ଭୁବନେଶ୍ୱର :ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧାଠାରେ ଶିଳ୍ପାଞ୍ଚଳ ପରିଦର୍ଶନ କରି ଇନ୍‌ଫୋ-ଭ୍ୟାଲି ଅଞ୍ଚଳରେ ରହିଥିବା ଇଏମ୍‌ସି, ଇନ୍‌ଫୋସିସ୍‌, ଶାନ୍ତି ସୋଲାର, ସିଫୁଡ୍‌ ପାର୍କ, ବି. ୱାନ୍‌ ବିଜ୍‌ନେସ୍‌ ହାଉସ୍‌,…

ରାଷ୍ଟ୍ରୀୟ ଏକତା ଅଭିଯାନ

ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଏକତା ଅଭିଯାନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ମୁଖପାତ୍ର ତଥା ଉକ୍ତ ଅଭିଯାନ ରାଷ୍ଟ୍ରୀୟ ସଦସ୍ୟ ବୈଜୟନ୍ତ ପଣ୍ଡା କେନ୍ଦ୍ର ସଂସଦୀୟ ବ୍ୟାପାର ତଥାଭାରି ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସହ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି ।ସେଠାରେ ଆୟୋଜିତ…

୯ ବ୍ୟାଙ୍କ ବନ୍ଦ ହେବା ଖବର ଗୁଜବ: RBI

ନୂଆଦିଲ୍ଲୀ: ଭାରତର ୯ଟି ବ୍ୟବସାୟିକ ବ୍ୟାଙ୍କ ବନ୍ଦହେବା ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ ମୁହଁ ଖୋଲିଛି ଆରବିଆଇ। ଆରବିଆଇ ପକ୍ଷରୁ କୁହାଯାଇଛି ଏହା ଏକ ସୋଶାଲ ମିଡିଆ ଗୁଜବ।ଗତ କିଛି ଦିନ ସୋଶାଲ ମିଡିଆରେ ଏକ ଗୁଜବ ଚାଲିଥିଲା ଯେ ୯ଟି ବ୍ୟାଙ୍କ ବନ୍ଦ ହୋଇଯିବ। ଏହା…

କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା:…

ଭୁବନେଶ୍ବର: ବିଜେଡି କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ସେ କହିଛନ୍ତି ଯେ, ମୁଁ ଏଥିପାଇଁ ଅନୁତପ୍ତ। ମୋର ଏପରି କରିବାର ନଥିଲା। ମୋର ବି ଭୁଲ ହୋଇଥାଇ ପାରେ ବୋଲି କହିଲେ ସାଂସଦ। ଏଥିସହିତ ସେ କହିଛନ୍ତି ଯେ, ଘଟଣା ସମୟରେ ସଂଗ୍ରାମ ଟିକେ…

ତୃତୀୟ ଥର ପାଇଁ ଖୋଲିଲା ମଝିଘରିଆଣୀ…

ରାୟଗଡ଼ା: ଚଳିତ ବର୍ଷରେ ତୃତୀୟ ଥର ପାଇଁ ଖୋଲିଛି ମଝି ଘରିଆଣୀଙ୍କ ହୁଣ୍ଡି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ସକାଳୁ ଜାରି ରହିଛି। ଏହି ଗଣତି ପ୍ରକ୍ରିୟା ରାତି ୮ଟା ଯାଏଁ ଚାଲିବ ବୋଲି ଜଣାପଡିଛି। ମାଆଙ୍କ ହୁଣ୍ଡିରୁ ଟଙ୍କା ସହ ସୁନା ରୂପା ମଧ୍ୟ…

ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଏଣିକି…

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀବାସୀଙ୍କୁ ସେତିକି ବଡ଼ ଉପହାର ମିଳୁଛି। ବିଧାନସଭା ନିର୍ବାଚନ ପୂର୍ବରୁ ଭାଡ଼ାଟିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ବଡ଼ ଉପହାର। ଭଡାଟିଆମାନଙ୍କ ପାଇଁ ବିଜୁଳି ପ୍ରିପେଡ୍ ପ୍ଲାନ୍‌ର ଘୋଷଣା କଲେ ଦିଲ୍ଲୀ ସରକାର। ଏହାଫଳରେ ଘର ମାଲିକ…

ପୁରୀ ସ୍ୱର୍ଗଦ୍ୱାର ହେବ ନବକଳେବର

ପୁରୀ: ବଦଳିବ ପୁରୀ ସ୍ବର୍ଗଦ୍ବାରର ରୂପରେଖ। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ମହାପ୍ରସ୍ଥାନମ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ହାଇଦ୍ରାବାଦରୁ ଏକ ଟିମ୍ ଆସି ସ୍ୱର୍ଗଦ୍ୱାରର ସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ଯାଞ୍ଚ…

ଜେନାପୁର ଡାକ୍ତରଖାନାରେ ଡାକ୍ତର…

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଡାକ୍ତରଖାନାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ବୁଧବାର ଆମରଣ ଅନଶନ କରାଯାଇଛି। ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳର ୭ଟି ପଞ୍ଚାୟତର ୩୦ ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର…