Odisha Link
Bridging the Missing Links in Odisha
Daily Archives

October 1, 2019

ଦିନକୁ ଦିନ ବଢ଼ୁଛି ବାୟୁ ପ୍ରଦୂଷଣ, କମୁଛି…

ଭୁବନେଶ୍ବର: ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଂଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ବାୟୁ ଗୁଣବତ୍ତା ଜୀବନ ସୁଚକାଙ୍କ ବା ଏୟାର କ୍ୱାଲିଟି ଲାଇଫ…

ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ମିଳିଛି…

ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ବିଜେପି ପକ୍ଷରୁ ଗତ ସେପ୍ଟେମ୍ବର ୧ ଠାରୁ ୩୦ ପର୍ଯ୍ୟନ୍ତ ମାସେବ୍ୟାପୀ ଆରମ୍ଭ କରାଯାଇଥିବା ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶର ସବୁ…

ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ…

ଭୁବନେଶ୍ୱର : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ କାର୍ଯ୍ୟରତ ବରିଷ୍ଠ ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ ଚୌଧୁରୀ ଅବସର ଗ୍ରହଣକରିଛନ୍ତି । ଦୂରଦର୍ଶନ କେନ୍ଦ୍ରରେ ଅନୁଷ୍ଠିତ ଏକ ସଭାରେ ଶ୍ରୀ ଚୌଧୁରୀଙ୍କୁ ଅବସରକାଳୀନ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଅବସରୋତ୍ତର ସଫଳ ଜୀବନ କାମନା କରାଯାଇଛି…

ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟିଲେ…

ଭଉନେଶ୍ବର: ଭାରତୀୟ ସାଂସ୍କୃତିକ ସଂ ପର୍କ ପରିଷଦ (ଆଇସିସିଆର୍‌)ର କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ଶିଳ୍ପୀମାନଙ୍କର ପ୍ରତିନିଧିତ୍ୱ ଉପରେ ଦୃଷ୍ଟିଦେବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ…

ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନ

ଭୁବନେଶ୍ବର : ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପରି ପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁ ଏବଂକିଶୋରୀମାନଙ୍କ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ‘ଟେକ୍‌ ହୋମ୍‌ ରାସନ୍‌’ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂଗୁଣବତ୍ତା ବଜାୟ ରଖିବା ଏବଂ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା…

‘ଶେରା ନରସିଂହ ରେଡ୍ଡୀ’ ସିନେମାରେ ଥବା…

ଭୁବନେଶ୍ୱର: ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା ଶେରା ନରସିଂହା ରେଡ୍ଡୀ ର ଟ୍ରେଲରଟି ଧମାଲ କରଛି । ସିନେମାଟିରେ ଅମିତାଭ ବଚ୍ଚନଙ୍କ ସହ ଚିରଞ୍ଜୀବ ନଜର ଆସିଛନ୍ତି ।ଏହି ସିନେମାରେ ୧୮୪୭ ମସିହାରେ ଆନ୍ଧ୍ରପ୍ରଦେଶର କୁର୍ନାଲ ଜିଲ୍ଲା ଠାରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସଂଗ୍ରାମ ବୋଲି…

ମୁଖ୍ୟ ଶାସନ ସଚିବ ଅଡ଼ୁଆରେ

ଭୁବନେଶ୍ୱର: ଅଡ଼ୁଆରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। କାରଣ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରିବା ଏବେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହଙ୍ଗା ପଡ଼ିଛି। କମିଶନଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ କରିବାରେ…

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଲାଗିଛି ଝଟକା। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍‌ଙ୍କ ନାଁରେ ଆସିଥିବା ମିଛ ସତ୍ୟପାଠ ଦାଖଲ ମାମଲା ବିଚାର ପାଇଁ ଆଜି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ପୂର୍ବରୁ ଏହି ମାମଲାରେ ଫଡନାଭିସ୍‌ଙ୍କୁ…

୩ ଦଲାଲଙ୍କୁ ଗିରଫ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି…

ରିଲିଜ୍‍ ହେଲା…

ମ୍ବଇ :ଗୋପୀ ପୁଥରଣଙ୍କ ନିର୍ଦ୍ଦେଶିତ ସିନେମା ‘ମର୍ଦ୍ଦାନୀ-୨’ର ଟ୍ରେଲର ରିଲିଜ୍‍ ହୋଇଛି । ସିନେମାଟିକୁ ଗୋପୀ ପୁଥରଣ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ପୁଣି ଥରେ ରାନୀ ମୁଖାର୍ଜୀ ସାହସୀ ଓ ସଚ୍ଚୋଟ ପୁଲିସ ଅଧିକାରୀ ଶିବାନୀ ଶିବାଜୀ ରାୟ ଭୂମିକାରେ ନଜର ଆସୁଛନ୍ତୁ । ୨୨ଅଗଷ୍ଟ…