Odisha Link
Bridging the Missing Links in Odisha
Daily Archives

October 3, 2019

ପରଦାକୁ ଫେରୁଛନ୍ତି ନାଗୀନ୍

ଭୁବନେଶ୍ବର: ସିରିୟଲ କୁଇନ ଏକତା କପୁରଙ୍କ ସବୁ ସିରିୟଲ ଲୋକପ୍ରିୟ ହୋଇଥାଏ । ସେଥି ମଧ୍ୟରୁ ନାଗୀନ୍ ଏମିତି ଏକ ସିରିୟଲ ଯାହାକୁ ଲୋକମାନେ ବାରମ୍ଭାର ଦେଖିବାକୁ ଭଲ ପାଇ ଥାଆନ୍ତି । ସେଥି ପାାଇଁ ଏକତା କପୁର ତାର ୩ଭାଗ ତିଆରି କରିଥିଲେ । ସୂଚନା ଅନୁସାରେ ନାଗୀନ୍ ୪ ପ୍ରସ୍ତୁତ ହୋଇସାରିଛି ଏବଂ ଟିଜର…

ଓଏସ୍‌ଆର୍‌ଟିସି ପକ୍ଷରୁ ନିଃଶୁଳ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରର ଗୁରୁତ୍ୱ ଉପଲବ୍ଧି କରି ଅଧିକ ସ୍ୱଚ୍ଛତା ରକ୍ଷା ସହ ଯାତ୍ରୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏକ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି। ଟେଲିଫୋନରେ ଯାତ୍ରୀମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ ପାଇବା…

ବିଜେପୁରରେ ବାଜି ମାରିବ 6-T

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ହେଲେ ଏହି ସମୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ ଏଥର କେବଳ 6-Tର ବିଜୟ ହେବ। ମାନେ ଟଙ୍କାର ବିଜୟ…

ଅନିଶ୍ଚିତତା ମଧ୍ୟରେ ବାଟବାଟୀ ମ୍ୟାଚ୍

କଟକ: ବାରବାଟୀରେ ଡିସେମ୍ବର ୨୨ ତାରିଖରେ ଭାରତ-ଇଣ୍ଡିଜ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖା ଦେଇଛି। ବାତ୍ୟା ଫୋନିରେ ଷ୍ଟାଡିୟମ କ୍ଷତିଗ୍ରସ୍ତ ଯୋଗୁଁ ମ୍ୟାଚ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଓସିଏର ସାଧାରଣ ପରିଷଧ ବୈଠକ ପରେ ନୂଆ ସମ୍ପାଦକଙ୍କ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ଯୋଗୁଁ ଷ୍ଟାଡିୟମ…

ଭିଜିଲାନ୍ସ ଜାଲରେ ବିଜୁଳି ବିଭାଗ କିରାଣୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଜୁଳି ବିଭାଗର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ରଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବିଜୁଳି ଉପଭୋକ୍ତା ସରୋଜ କୁମାର ପାଢୀଙ୍କଠାର ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।…

୫୦୨/ ୭ରେ ପ୍ରଥମ ପାଳି ଘୋଷଣା କଲା ଟିମ୍‌…

ବିଶାଖାପାଟଣା: ଭାରତୀୟ ଦଳର ଦୁଇ ଅପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ରୋହିତ ଆଉଟ ହୋଇଯିବା ପରେ ଭାରତ ନିୟମିତ ଉଇକେଟ ହରାଇ ଚାଲିଥିଲା। କିନ୍ତୁ ମୟଙ୍କ ପ୍ରଭାବୀ ପ୍ରଦର୍ଶନ କରି ଶେଷରେ ଚମତ୍କାର ଦ୍ବିଶତକୀୟ ଇନିଂସ ଖେଳିବାରେ ସକ୍ଷମ…

ମୟଙ୍କଙ୍କ ପ୍ରଥମ ଦ୍ବିଶତକ, ଭାରତ ୪୯୪/ ୭

ବିଶାଖାପାଟଣା: ଭାରତୀୟ ଦଳର ଦୁଇ ଅପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ରୋହିତ ଆଉଟ ହୋଇଯିବା ପରେ ଭାରତ ନିୟମିତ ଉଇକେଟ ହରାଇ ଚାଲିଥିଲା। କିନ୍ତୁ ମୟଙ୍କ ପ୍ରଭାବୀ ପ୍ରଦର୍ଶନ କରି ଶେଷରେ ଚମତ୍କାର ଦ୍ବିଶତକୀୟ ଇନିଂସ ଖେଳିବାରେ ସକ୍ଷମ…

୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ବର: ଆଜି ନନ୍ଦନକାନନରେ ୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶଶି ପଲ ଯୋଗ ଦେଇଥିଲେ। ସେଞ୍ଚୁରିଆନ ଇୟୁନିଭରସିଟିର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ଼ ଶିବ ପରିଡ଼ା ଓ…

ନାମାଙ୍କନ ଦାଖଲ କଲେ ଆଦିତ୍ୟ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର, ଶିବସେନା ଓ ଠାକରେ ପରିବାର ରାଜନୀତିରେ ନୂଆ ପର୍ଦ୍ଦ ଯୋଡ଼ି ହୋଇଯାଇଛି। ଠାକରେ ପରିବାରର ଇତିହାସରେ ପ୍ରଥମଥର ପାଇଁ କୌଣସି ସଦସ୍ୟ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ…

ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୩…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ ହୋଇଛନ୍ତି। ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୋଟଙ୍ଗା ଥାନା ଅନ୍ତର୍ଗତ ନୟାଭାଗିରଥିପୁରର ବାମନ ନାୟକ, ପତଳା ଗାଁର ଟୁବୁଲା…