Odisha Link
Bridging the Missing Links in Odisha

ପରଦାକୁ ଫେରୁଛନ୍ତି ନାଗୀନ୍

ଭୁବନେଶ୍ବର: ସିରିୟଲ କୁଇନ ଏକତା କପୁରଙ୍କ ସବୁ ସିରିୟଲ ଲୋକପ୍ରିୟ ହୋଇଥାଏ । ସେଥି ମଧ୍ୟରୁ ନାଗୀନ୍ ଏମିତି ଏକ ସିରିୟଲ ଯାହାକୁ ଲୋକମାନେ ବାରମ୍ଭାର ଦେଖିବାକୁ ଭଲ ପାଇ ଥାଆନ୍ତି । ସେଥି ପାାଇଁ ଏକତା କପୁର ତାର ୩ଭାଗ ତିଆରି କରିଥିଲେ । ସୂଚନା ଅନୁସାରେ ନାଗୀନ୍ ୪ ପ୍ରସ୍ତୁତ ହୋଇସାରିଛି ଏବଂ ଟିଜର ରିଲିଜ ହୋଇଯାଇଛି । ଟିଜରଟିରେ ୨ଟି ନାଗୀନ୍ ଙ୍କୁ ଦେଖିବାକୁ ମିଳିଛି ଅର୍ଥାତ ସିରିୟଲରେ କେବଳ ୨ଟି ନାଗୀନ୍ ଙ୍କୁ ଦେଖିବାକୁ ମିଳିବ ।


ଧାରାବାହିକର ଟିଜରଟି ଲୋକମାନଙ୍କ ମନକୁ ଛୁଇଁଯାଇଛି । ସିରିୟଲଟି ନଭେମ୍ବର ମାସରେ ଛୋଟ ପରଦକୁ ଆସିପାରେ ।

Comments are closed.