Odisha Link
Bridging the Missing Links in Odisha
Daily Archives

October 4, 2019

ଧର୍ମେନ୍ଦ୍ରଙ୍କ ସହ ଏକମତ ନୁହେଁ: ଖାରବେଳ

ଭୁବନେଶ୍ବର: ‘ମୁଁ ପୂର୍ବରୁ ଅନ୍ୟ ଦଳରେ ଥିବା ବେଳେ ମୋର ମତ ଯାହା ଥିଲା ତାହା ଏବେ ବି ଅପରିବର୍ତ୍ତିତ। ଧର୍ମେନ୍ଦ୍ର ପ୍ରଧାନ ଆମ ଦଳର ହେଲେ ବି ମୁଁ ତାଙ୍କର ଘୋଷଣା ସହ ଏକମତ ନୁହେଁ’ ବୋଲି ଆଜି ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ।…

ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ…

ଭୁବନେଶ୍ବର: ଏଣିକି ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମଳିବି ଓଡ଼ିଶାର କଳା ଓ ସଂସ୍କୃତି। ରାଜଧାନୀ ଏକ୍ସପ୍ରେସ୍‌ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାଏ। ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି।…

୪ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ…

ଭୁବନେଶ୍ୱର: ଦୁର୍ନୀତି କରି ଚାକିରିରୁ ବିଦା ହେଲେ ୪ବରିଷ୍ଠ ଅଧିକାରୀ। ସରକାରୀ ଚାକିରି କରି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହେବା ପରେ ରାଜ୍ୟ ସରାକର ଏପରି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ୪ ଜଣ ସରକାରୀ ଅଧିକାରୀଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଚାରି ସରକାରୀ ବାବୁ…

ଓଡ଼ିଶାକୁ ସ୍ୱଚ୍ଛ ଏବଂ ସୁସ୍ଥଭାବେ ଗଢ଼ିବା:…

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ କିମସ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ, ଓଡ଼ିଶାକୁ ସ୍ୱଚ୍ଛ ଏବଂ ସୁସ୍ଥ ଭାବେ ଗଢ଼ିବା ପାଇଁ ଆଜି ଆମେ ଏକତି୍ରତ ହୋଇଛୁ। ଆଜିର…

ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ୱର: ଜୀବଜଗତରେ ସନ୍ତୁଳନ ରକ୍ଷା ନିମନ୍ତେ ଉଭୟ ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ଏକତ୍ର ସହାବସ୍ଥାନ ଏକାନ୍ତ ଆବଶ୍ୟକ। ବନ୍ୟପ୍ରାଣୀଙ୍କ ମାଧ୍ୟମରେ ଆମର ଅସ୍ତିତ୍ୱ ଓ ସ୍ଥାୟିତ୍ୱ ବଜାୟ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସମୃଦ୍ଧି ଓ ସଂରକ୍ଷଣରେ ଜନସାଧାରଣ ଏବଂ ସାମାଜିକ ସଂଗଠନଗୁଡ଼ିକର ଅତ୍ୟନ୍ତ…

ଚିଦାମ୍ବରମଙ୍କୁ ୧୫ ଯାଏ ଜାମିନ ମିଳିବ…

ନୂଆଦିଲ୍ଲୀ: କହିବାକୁ ଗଲେ ନିରାଶାର ନୂଆ ନାମ ପି.ଚିଦାମ୍ବରମ। କାରଣ ଆଜି ପୁଣିଥରେ ନିରାଶ ହୋଇଛନ୍ତି ପି.ଚିଦାମ୍ବରମ। ଦଶହରା ପୂର୍ବରୁ ତିହାର ଜେଲରୁ ମୁକୁଳିବା ପାଇଁ ଲକ୍ଷ୍ୟ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। ସେ ଜରୁରୀ ଜାମିନ୍‌ ଶୁଣାଣି ପାଇଁ…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମୋଶନାଲ…

ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ୍। କାରଣ ଚଳିତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଜବାବ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ନେଇଥିଲା। ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା…

ଜାଣନ୍ତୁ ରଣବୀରଙ୍କର ନୂଆ କାରର ମୂଲ୍ୟ

ମୁମ୍ବାଇ: ବଲିଉଡ଼ କଳାକାରଙ୍କର ବିଭିନ୍ନ ପ୍ରକାର ସଉକ ଥାଏ । କାହାର କାର ପ୍ରତିତ କାହାର ଘର ପ୍ରତି । ଏବେ ଷ୍ଟାଇଲିଷ୍ଟ ଅଭିନେତା ରଣବୀର ସିଂହ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେ ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ନୟାଗଡ଼ ଜିଲ୍ଲାପାଳ ଅଫିସରେ ଅଗ୍ନିକାଣ୍ଡ

ନୟାଗଡ଼: ନୟାଗଡ଼ରେ ଅଗ୍ନିକାଣ୍ଡ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅଫିସର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି।

ଏଣିକି ୩୦ ସେକେଣ୍ଡରେ ୫୦ ହଜାର ଋଣ

ଭୁବନେଶ୍ୱର: ଏସଏଚଜି ଗ୍ରୁପ ପାଇଁ ଖୁସି ଖବର। ଏଣିକି ୩୦ ସେକେଣ୍ଡରେ ଏସଏଚଜି ଗ୍ରୁପକୁ ମିଳିବ ୫୦ ହଜାର ଟଙ୍କାର ଋଣ। ତାସହିତ ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ…