Odisha Link
Bridging the Missing Links in Odisha

ନୟାଗଡ଼ ଜିଲ୍ଲାପାଳ ଅଫିସରେ ଅଗ୍ନିକାଣ୍ଡ

ନୟାଗଡ଼: ନୟାଗଡ଼ରେ ଅଗ୍ନିକାଣ୍ଡ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅଫିସର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି।

Comments are closed.