Odisha Link
Bridging the Missing Links in Odisha

ନନ୍ଦନକାନନନରେ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନନରେ ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ। ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର। ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି। ମାଈ ଜଳହସ୍ତୀର ମୃତ୍ୟୁ ପରେ ଚିଡିଆଖାନାର ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି।

Comments are closed.