Odisha Link
Bridging the Missing Links in Odisha
Daily Archives

October 5, 2019

ଏମ୍ସ ହସ୍ପିଟାଲ ଗଲେ ଚିଦାମ୍ବରମ୍ 

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ନିଆଯାଇଛି। ତାଙ୍କ ପେଟରେ ଯନ୍ତ୍ରଣା ହେବାନେଇ ସେ ସୂଚନା ଦେବାପରେ ତାଙ୍କୁ ଏମ୍ସ ପଠାଯାଇଛି। ତାଙ୍କର ମେଡିକାଲ ଚେକ୍‌ଅପ୍‌ ହେବାନେଇ ସୂଚନା ରହିଥିଲେ ମଧ୍ୟ ସେ ଏମ୍ସରେ…

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…

ଫେସ୍‌ ଅଫ୍‌ ଏସିଆ ଆୱାର୍ଡରେ ସମ୍ମାନିତ…

ଭୁବନେଶ୍ବର ବଲିଉଡର ଚୁଲବୁଲି ଅଭିନେତ୍ରୀ ହେଉଛନ୍ତି ଭୂମି ପେଡ଼ନେକର । ସେ ଜଣେ ମୋଟୀ ମହିଳାଙ୍କ ଚରିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ତାଙ୍କୁ କିଏବା ନ ଜାଣେ। ଟଏଲେଟ୍‌, ଶୁଭମଙ୍ଗଳ ସାବଧାନ ଆଦି ସିନେମାରେ ଜବରଦସ୍ତ ଆକ୍ଟିଂ କରି ଭୂମି ଖୁବ୍‌ କମ୍‌ ସମୟରେ ଦର୍ଶକଙ୍କ ମନରେ ଜାଗା ତିଆରି…

ଉଦଯାପିତ୍ ହେଲା ଆନ୍ତଃର୍ଜାତୀୟ…

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ତ୍ରି-ଦିବସୀୟ ଆନ୍ତଃର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୨ତାରିଖ ଦିନ ଏହା ଉଦଘାଟନ୍ ହୋଇଥିଲା । ଏହି ସମ୍ମିଳନୀରେ ଭାରତ ତଥା ଦକ୍ଷିଣ ଏସିଆରେ ଗ୍ରାମ୍ୟ ବିକାଶ ଓ ସାମାଜିକ ପରିବର୍ତନ ସମ୍ବନ୍ଧରେ…

ସୁନା ଚେନ୍ ଲୁଟିବାରେ ବିଫଳ ଲୁଟେରା କଲେ…

ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା ଶେରଗଡ଼ ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗୁଳିମାଡ କରି ଲୁଟ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଯୁବକଙ୍କ ମୁଣ୍ଡ ଓ ଗୋଡରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା…

ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ବିନିକା: ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ। ଡୁଙ୍ଗୁରିପାଲି ଥାନା ତମାମୁରା ଗ୍ରାମରେ ଏହି ଘଟଣା ଘଟିଛି। ଉକ୍ତ ଗ୍ରାମର ଚନ୍ଦ୍ରମଣି ଭୋଇଙ୍କ କେନାଲରେ ବୁଡ଼ି ମୃତୁ୍ୟ ହୋଇଥିଲା। ଚନ୍ଦ୍ରମଣି ନିଃସନ୍ତାନ ଥିବାରୁ ମୁଖାଗ୍ନି କିଏ ଦେବ ସେ ନେଇ ଭାଳେଣି ପଡ଼ିଥିଲା। ପୁଅ ଝିଅ କି ବନ୍ଧୁବାନ୍ଧବ…

ଭଗବାନ ସାଜି ବଞ୍ଚାଇଲେ ଅକ୍ଷୟ

ମୁମ୍ୱାଇ : ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାର ନିଜ ସିନେମା 'ହାଉସ୍‌ଫୁଲ୍ ୪'ର ପ୍ରମୋସନ୍‌ ରେ ଲାଗିଛନ୍ତି । ସେ ନିଜ ସିନେମାର ପ୍ରମୋସନ୍‌ ପାଇଁ ମନିଷ ପୌଲ୍‌ଙ୍କଶୋ' 'ମୁଭି ମସ୍ତି' ଯାଇଥିଲେ । ସେହି ସମୟରେ ଶୋ' ରେ ଏକ ଦୁର୍ଘଟଣା ଘଟି ଯାଇଥିଲା। ଶୋ'ର ଜଣେ ଆର୍ଟିଷ୍ଟ ଏକ ଷ୍ଟଣ୍ଟ୍‌ ଦେଉଥିବା ସମୟରେ…

ଏଣିକି ୧୦ଟା ନୁହେଁ ରାତି ୧୨ଟା ଯାଏ…

ଭୁବନେଶ୍ୱର: ଏଥର ଦଶହରାରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ରାତି ୧୨ଟା ଯାଏ ମେଲୋଡି ଚାଲିବ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ବି ବାଜି ପାରିବ। ଏନେଇ ଆଜି ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା…

ସରିଗଲା ଆମ୍ବୁଲାନ୍ସର ତେଲ: ମା’…

ବାରିପଦା: ଆମ୍ବୁଲାନ୍ସରେ ତେଲ ସରିଯିବାରୁ ମା ଓ ଗର୍ଭସ୍ଥ ଛୁଆର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ତେଲ ସରିଯିବାରୁ ରାସ୍ତା ମଝିରେ ମା ଓ ଛୁଆଙ୍କ ମୃତୁ୍ୟ ହୋଇଛି। ବାରିପଦା ମେଡିକାକୁ ଆସୁଥିବାବେଳେ କୁଳିଅଣା ନିକଟରେ ଉଭୟଙ୍କ ମୃତୁ୍ୟ ହୋଇଛି । ସୂଚନାଯୋଗ୍ୟ, ହାଣିଦା…

ଧରା ପୃଷ୍ଠରେ ମା’

ଭୁବନେଶ୍ବର : ନଈପଠାରେ ଧାଡ଼ି ଧାଡ଼ି ଶୁଭ୍ର କାଶତଣ୍ଡୀ ଫୁଲ ମା'ଙ୍କ ଆଗମନ ଜଣାଇ ଦେଇଥାଏ । ହିନ୍ଦୁ ଶାସ୍ତ୍ରାନୁସାରେ ମା'ଦୁର୍ଗା ସର୍ବଶକ୍ତିର ଅନନ୍ତ ଉତ୍ସ । ଦୁର୍ଗମ ନାମକ ମହିସୁରକୁ ବଧ କରିଥିଲେ ବୋଲି ତାଙ୍କ ନାମ ଦୁର୍ଗା ହୋଇଥିଲା । ମା'ଙ୍କର ଆଗମନ ପାଇଁ ସଜେଇ ହୋଇଛି ପୁରପଲ୍ଲୀ । ଷଷ୍ଠୀଠାରୁ ହିଁ…