Odisha Link
Bridging the Missing Links in Odisha

ଏଣିକି ୧୦ଟା ନୁହେଁ ରାତି ୧୨ଟା ଯାଏ ମେଲୋଡି

ଭୁବନେଶ୍ୱର: ଏଥର ଦଶହରାରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ରାତି ୧୨ଟା ଯାଏ ମେଲୋଡି ଚାଲିବ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ବି ବାଜି ପାରିବ।
ଏନେଇ ଆଜି ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା ନିୟମ ଥିଲା। ତେବେ ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।

Comments are closed.