Odisha Link
Bridging the Missing Links in Odisha

ଭିକାରୀର ସଂପତ୍ତି ଦେଖି ପୋଲିସ ଟେରା

ମୁମ୍ବାଇ :ପୋଲିସ ଭିକାରୀ ଘରୁ ସଂପତ୍ତି ଦେଖି ଟେରା ହୋଇଯାଇଛି । ଭିକାରୀଟିର ନାଁ ବିର୍ଜୁ ଚନ୍ଦ୍ର ଆଜାଦ । ଗତ ୪ରେ ରାସ୍ତା ପାର ସମୟରେ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ୍ ମୃତ ଭିକାରୀ ଘରୁ ୮.୭୭ଲକ୍ଷର ଫିକ୍ସ ଡିପୋଜିଟ ସହ ନଗଦ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଜବତ କଲା । ସୂଚନା ଅନୁସାରେ ବିର୍ଜୁ ପ୍ୟାନକାର୍ଡ ,ଆଧାରକାର୍ଡ ଓ ଭୋଟର କାର୍ଡ ଛାଡିବା କଥା ପୋଲିସ କହିଛନ୍ତି ।

Comments are closed.