Odisha Link
Bridging the Missing Links in Odisha

ଗୋପବନ୍ଧୁ ଜୟନ୍ତୀ ପାଳିତ

ଭୁବନେଶ୍ବର :ଆଜି ଉତ୍କଳମଣି ପଣ୍ଡିତଗୋପବନ୍ଧୁ ଜୟନ୍ତି । ୧୮୭୭ମସିହା ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ପୁରୀର ସୁଆଣ୍ଡୋ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦେଶ ପ୍ରତି ଭଲ ପାଇବା ,ତ୍ୟାଗ , ସହନ ଶୀଳତା ପାଇଁ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତାଙ୍କୁ ଉତ୍କଳମଣିର ଉପାଧି ଦେଇଥିଲେ । ୧୯୧୯ ମସିହାରେ ସମାଜ ପେପର ବାହାର କହିଥିଲେ ।
ଆଜି ତାଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇଛି। ସିନେ ତାରକା ସବ୍ୟସାଚୀ ମିଶ୍ର ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛନ୍ତି।

Comments are closed.