Odisha Link
Bridging the Missing Links in Odisha

ପାଣିଟାଙ୍କିରୁ ଯୁକବଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ଖାରବେଳେ ନଗର ଥାନା ଅନ୍ତର୍ଗତ ୟୁନିଟ୍-୯, ପ୍ଲଟ ନଂ ୧୨୯ରେ ଧିବା ଏକ ପାଣିଟାଙ୍କି ଭିତରୁ ଆଜି ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି ଖାରବେଳେ ନଗର ପୋଲିସ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତିର୍ଜକ ତେଜର ଜେନା। ମୃତ୍ୟୁର କାରଣ ଜଣାପଡିନାହିଁ। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଶବକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

Comments are closed.