Odisha Link
Bridging the Missing Links in Odisha

ନାଳରେ ଭାସୁଛି ଅଚିହ୍ନା ମୃତଦେହ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପିତାକାଳିଆ ରାସ୍ତା କଡ଼ ନୟନଯୋରୀରେ ଏକ ଅଚିହ୍ନା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୁଧବାରଠାରୁ ଏହି ମୃତଦେହଟି ଭାସୁଛି। ଏହା ଏକ ପୁରୁଷ ଲୋକର ମୃତଦେହ। ମୁହଁ ମାଡ଼ି ଭାସୁଥିବା ଯୋଗୁଁ ଏହାର ପରିଚୟ ମିଳି ପାରିନାହିଁ। ତେବେ ଏଯାବତ୍ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ସୂଚନା ମିଳିଛି।

Comments are closed.