Odisha Link
Bridging the Missing Links in Odisha

ନୂଆବର୍ଷରୁ ସୁରତ ବିମାନ

ଭୁବନେଶ୍ବର: ଜାନୁଆରୀ ୧ରୁ ଭୁବନେଶ୍ବରରୁ ସୁରତକୁ ଉଡ଼ିବ ବିମାନ। ସପ୍ତାହକୁ ୩ ଦିନ ଚାଲିବ ଏୟାର ଇଣ୍ଡିଆ ବିମାନ। ବିମାନ ଚଳାଚଳ ନେଇ ଟୁଇଟ୍‌ ଯୋଗେ ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।ବିମାନ ଚଳାଚଳ ମନ୍ତ୍ରଳାୟ ତାଙ୍କ ନିବେଦନ ରକ୍ଷା କରିଛନ୍ତି।

Comments are closed.