Odisha Link
Bridging the Missing Links in Odisha

‘ନୋ ଟାଇମ୍ ଟୁ ଡାଏ’ର ପ୍ରଥମ ପୋଷ୍ଟର ରିଲିଜ୍

ନୂଆଦିଲ୍ଲୀ : କାରି ଜୋଜି ଫାକୁନାଗା ନିର୍ଦେଶିତ ସିନେମା ‘ନୋ ଟାଇମ୍ ଟୁ ଡାଏ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଛି। ଏଥିରେ ହଲିଉଡର ସୁପଷ୍ଟାର ଅଭିନେତା ଡାନିଏଲ୍ କ୍ରେଗ୍ଙ୍କୁ ‘ବଣ୍ଡ୍ ଲୁକ୍’ରେ ଦେଖିବାକୁ ମିଳିଛି। ଏହା “ଜେମ୍ସ ବଣ୍ଡ୍” ଫିଲ୍ମ ଫ୍ରାଞ୍ଚାଇଜର ୨୫ତମ ହଲିଉଡ ସିନେମା । ଡ୍ୟାନ ରୋମର ଏହାର ସଙ୍ଗିତ ନିର୍ଦେଶନା ଦେଇଛନ୍ତି ଓ ସିନେମାଟି ୨୦୨୦ ଏପ୍ରିଲ୍ ୦୮ରେ ମୁକ୍ତିଲାଭ କରିବ।

Comments are closed.