Odisha Link
Bridging the Missing Links in Odisha

ଏସସିବି ବୁଲିଲେ କେନ୍ଦ୍ରାଞ୍ଚଳ ଆରଡ଼ିସି

କଟକ: କଟକ ବଡ଼ ମେଡିକାଲ ଅଚାନକ ପିରଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆରଡ଼ିସି।

କାଜୁଆଲିଟି, ସର୍ଜରୀ ଓ ମେଡିସିନ ବିଭାଗ ବୁଲି ଦେଖିଛନ୍ତି ଆରଡିସି। ୩ ବିଭାଗରେ ରୋଗୀ ସେବା ଯାଞ୍ଚ କଲେ ଆରଡିସି ଅନିଲ ସାମଲ।

Comments are closed.