Odisha Link
Bridging the Missing Links in Odisha

କାଲି ପରଦାକୁ ଆସୁଛି ‘ଦ ସ୍କାଏ ଇଜ ପିଙ୍କ’

ଭୁବନେଶ୍ବର: ସୋନାଲ ବୋଷ୍ ଙ୍କ ନିର୍ଦେଶିତ ସିନେମା ‘ଦ ସ୍କାଏ ଇଜ ପିଙ୍କ’ କାଲି ସିନେ ପରଦାକୁ ଅସୁଛି । ସିନେମାରେ ପ୍ରିୟଙ୍କା ଚୋପ୍ରା ଓ ଫରାହ ଅକତର ଖାଁ ଅଭିନୟ କରୁଥିବାର ନଜର ଆସବେ।ଦର୍ଶକ ପ୍ରିୟଙ୍କା ଙ୍କୁ ବହୁତ ବର୍ଷ ପରେ ବଲିଉଡରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ। ସିନେମାଟିରେ ଭରପୁର ଭଲ ପାଇବା ଭରିରହିଛି । ସୋନାଲ ବୋଷ୍ , ଜୁହି ଚତୁରବେଦି ଓ ନିଲେସ୍ ମାନିୟାର ସିନେମାଟିକୁ ଲେଖିଛନ୍ତି । ପ୍ରିୟଙ୍କାଙ୍କ କହିବା ଅନୁସାରେ ,ସେ ୨ଟି ଇଂରାଜୀ ସିନେମାର ସୁଟିଂ ପୂରା କରି ସାରିଛନ୍ତି । ଓ ତାଙ୍କ ବିବାହକୁ ନେଇ ଏକ ସିନେମା ତିଆରି କରିବାକୁ ଯାଇଛନ୍ତୁି ,ଯାହାର ଲେଖା ଆରମ୍ଭ ହୋଇଗଲାଣି ।

Comments are closed.