Odisha Link
Bridging the Missing Links in Odisha
Daily Archives

October 11, 2019

ମା’ ହେବାକୁ ଚାହିଁ ବସିଛନ୍ତି ଏହି…

ଭୁବନେଶ୍ବର : ବଲିଉଡର ଧକଧକ ଗାର୍ଲ ପ୍ରିୟଙ୍କା ଚୋପ୍ରା ଲମ୍ବା ବ୍ୟବଧାନ ପରେ ସିନେମା'ଦ ସ୍କାଏ ଇଜ୍‌ ପିଙ୍କ୍‌' ମାଧ୍ୟମରେ ପ୍ରୟଙ୍କା ବଲିଉଡ୍‌କୁ ଫେରୁଛନ୍ତି । ସେ ମା' ହେବାକୁ ଚାହିଁ ବସିଛନ୍ତି। ଏ କଥା ନିଜେ ପ୍ରିୟଙ୍କା କହିଛନ୍ତି। ବର୍ତ୍ତମାନ ସେ ସିନେମା ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି…

ସିନେମା ସୁଟିଙ୍ଗ ପରେ ଦୀପିକା ଜାଳି…

ଭୁବନେଶ୍ବର: ଦୀପିକା ପାଡୁକୋଣଙ୍କ ସିନେମା 'ଛପାକ'ର ସୁଟିଙ୍ଗ ଶେଷ ସରିଯାଇଛି । ସିନେମାଟି ଏସିଡ ଆଟାକରେ ପ୍ରଭାବିତ ହୋଇଥିବା ଲକ୍ଷ୍ଜୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ହୋଇଛି । ଦୀପିକା ଲକ୍ଷ୍ଜୀଙ୍କ ଚରିତ୍ରରେ ନଜର ଆସିବେ । ଲକ୍ଷ୍ଜୀଙ୍କ ଭଳି ଦୀପିକା ଦେଖାଯିବା ପାଇଁ ତାଙ୍କ ଚେହେରାରେ ପ୍ରୋସ୍ତେଟିକ…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚରମବାଣୀ…

ଭୁବନେଶ୍ବର: କୃଷି ମନ୍ତ୍ରୀଙ୍କ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଫିସର। ଯଦି କୌଣସି ଅଫଇସର ଅନ୍ୟାୟ ଅନୀତି କରୁଛନ୍ତି ବା କରିବେ ତାଙ୍କୁ କଡ଼ା ନିର୍ଦ୍ଦେଶ ସେଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଏପରି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସ ସମାରୋହରେ…

ରାଜଧାନୀରୁ ନୟାଗଡ଼ ଗଡ଼ିବ ‘ସେବା ସର୍ଭିସ୍‌…

ଭୁବନେଶ୍ବର: ଏଣିକି ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ରାଜଧାନୀରୁ ନୟାଗଡ଼କୁ ଗଡ଼ିବ ସିଧାସଳଖ ଟ୍ରେନ୍। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’ ମାଧ୍ୟମରେ ଭୁବନେଶ୍ବରରୁ-ନୟାଗଡ଼ ଟାଉନ ଗଡ଼ିବ ଟ୍ରେନ୍। ଏନେଇ ରେଳ ମନ୍ତ୍ରଣାଳୟ…

ମୋଦିଙ୍କୁ ଭେଟିଲେ ଜିନ୍‌ପିଙ୍ଗ , ବୁଲିଲେ…

ଚେନ୍ନାଇ: ଚେନ୍ନାଇରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ନେଇ ବେଶ ଚର୍ଚ୍ଚା ହେୁଛି। କାରଣ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପରିକ ଦକ୍ଷିଣ ଭାରତୀୟ ଧୋତି ପିନ୍ଧିବା ଏବେ ଚର୍ଚ୍ଚାରେ। ଧୋତି ଏବଂ…

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ…

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ପ୍ରମୁଖ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ। ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର। କୃଷି ଉତ୍ପାଦନ କମିଶନର ପ୍ରମୋଦ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ସଚିବ…

ଟ୍ରେନ୍ ଆଗକୁ ଡେଇଁଲେ ମା’ ସହ ଦୁଇ ଝିଅ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀ ଓ ସ୍ତ୍ରୀ ଝଗଡା। ଶେଷରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ନିକଟ ମଚ୍ଛାକୋଟ୍ ଗାଁରେ। ମିଳିଥିବା ସୂଚନା ଅନୁସାରେ, ମଚ୍ଛାକୋଟ୍ ଗାଁର…

ମତ୍ସ୍ୟ ଚାଷ ପାଇଁ ଓଡ଼ିଶାର ମହିଳା ସ୍ୱୟଂ…

ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ରାଜ୍ୟ ସରକାର ମିଶନ ଶକ୍ତି ନିର୍ଦ୍ଦେଶାଳୟ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଛ ଚାଷରେ ନିୟୋଜିତ କରି ସେମାନଙ୍କୁ ସଶକ୍ତ କରିବା ସହ ଆମ ରାଜ୍ୟରେ ମାଛର ଆବଶ୍ୟକୀୟ ଚାହିଦା ମେଣ୍ଟାଇବା ଲକ୍ଷ୍ୟ…

ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ନବୀନ: କୁଷୁମ…

ବିଜେପୁର: ବିଜେପୁରରେ ଜମୁଛି ନିର୍ବାଚନୀ ପ୍ରଚାର। ପୂଜାପରେ ବିିଭିନ୍ନ ଦଳ ଉପନିର୍ବାଚନ ପାଇଁ ଆରମ୍ଭ କରିଛନ୍ତି କସରତ। ହାତରେ ଆଉ ଦିନ କେଇଟା ଥିବାରୁ ବିଭିନ୍ନ ଦଳର ନେତା ଏବେ ବିଜେପୁର ମୁହାଁ ହୋଇଛନ୍ତି। ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ।…

୬୦୧/ ୫ରେ ପ୍ରଥମ ପାଳି ଘୋଷଣା କଲା ଭାରତ

ପୁଣେ: ଅଧିନାୟକ ବିରାଟ କୋହଲିଙ୍କ ଦ୍ବିଶତକ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ବଳରେ ବଡ଼ ସ୍କୋର କରି ପାରିଛି ଟିମ୍‌ ଇଣ୍ଡିଆ। ଭାରତ ୬୦୧/ ୫ ରେ ତାର ପ୍ରଥମ ପାଳି ଘୋଷଣା କରିଛି। ବିରାଟଙ୍କ ଅପରାଜିତ ୨୫୪, ମୟଙ୍କ ୧୦୮ , ପୂଜାରଙ୍କ ୫୮, ରାହାଣେଙ୍କ ୫୯ ଏବଂ ଜାଡେଜାଙ୍କ ୯୧ ରନ୍‌ ବଳରେ ଭାରତ ଦକ୍ଷିଣ…