Odisha Link
Bridging the Missing Links in Odisha

ଆଜି ନୟାଗଡ଼ ଆସୁଛନ୍ତି ଭିକେ ପାଣ୍ଡିଆନ୍

ନୟାଗଡ଼: ଆଜି ଦିନିକିଆ ନୟାଗଡ଼ ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭିକେ ପାଣିଆନ୍। ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ୫ଟିର ସମୀକ୍ଷା କରିବା ପାଇଁ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍। ଏହି ଗସ୍ତରେ ପାଣ୍ଡିଆନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରାକାରୀ ଅଫିସ୍‌ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଥାଉକି, ଦୁଇ ଦିନ ତଳେ ମାଲକାନିଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ବୁଲି ମୋ ସରାକାର ଏବଂ ୫ଟିର ସମୀକ୍ଷା କରିଥିଲେ ଭିକେ ପାଣ୍ଡିଆନ୍।

Comments are closed.