Odisha Link
Bridging the Missing Links in Odisha
Daily Archives

October 12, 2019

ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ…

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଉଦ୍ଦେଶ୍ୟ ରାଷ୍ଟ୍ର  ନିର୍ମାଣ। ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି। ତେଣୁ ସଂଘ ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣରେ ତାର ଉଦ୍ୟମ ଜାରି ରଖିଛି । ଦେଶର ମଙ୍ଗଳ ଓ କଲ୍ୟାଣ ପାଇଁ  ପୂରା ସମାଜ ପ୍ରସ୍ତୁତ ହେବା ଦରକାର । …

ପୁଣେ ଟେଷ୍ଟ: ୨୭୫ ରନରେ ଅଲଆଉଟ ହେଲା…

ପୁଣେ: ପୁଣେରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣଆଫ୍ରିକା ଦଳ ପ୍ରଥମ ଇନିଂସରେ ୨୭୫ରନରେ ଅଲଆଉଟ ହୋଇଯାଇଛି। ଭାରତ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରନଥିଲା ଦକ୍ଷିଣ ଆଫ୍ରିକା ଦଳ। ଭାରତ ପକ୍ଷରୁ ଅଶ୍ବିନୀ ୪ଟି, ଉମେଶ ଯାଦବ ୩ଟି ,…

ଦିଲ୍ଲୀ ବାଚସ୍ପତି ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ। ଜଣଙ୍କ ଘରେ ପଶି ଗଣ୍ଡଗୋଳ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନାଥାଉକି, ୨୦୧୫ ଫେବୃୟାରୀରେ ଗୋଏଲ ପୂର୍ବ ଦିଲ୍ଲୀର ବିବେକ ବିହାର କଲୋନୀରେ ବାସ କରୁଥିବା ଜମି ବ୍ୟବସାୟୀ ମନୀଷ ଘାଇଙ୍କ ଘରେ ପଶି…

ଏସ୍‌ସିବି ମେଡିକାଲ ଛାତରୁ ପଡି ରୋଗୀଙ୍କ…

କଟକ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ୩ ମହଲା ଛାତରୁ ପଡି ଜଣେ ବୟସ୍କ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ରୋଗୀ ୧୦ ଦିନ ତଳେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ମୃ୍ତ୍ୟୁ ବରଣ କରିଥିବା ରୋଗୀଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ରୋଗୀଙ୍କ ସାଂଗରେ କୌଣସି ସମ୍ପର୍କୀୟ ନଥିବାବେଳେ ତାଙ୍କ…

୮ ନଭେମ୍ବରରୁ ମହାନଗର ପୁସ୍ତକ ମେଳା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ଦ୍ବାରା ଆୟୋଜିତ ମହାନଗର ପୁସ୍ତକ ମେଳା ୨୦୧୯ ଆସନ୍ତା ନଭେମ୍ବର ମାସ ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ନିଳାଦ୍ରୀ ନିବାସ ଠାରେ ଏଥିନିମନ୍ତେ ଏକ ପୁସ୍ତକ ବୈଠକ ଅନୁଷ୍ଠାନର ସଭାପତି ତଥା…

ବିଜେପିରୁ ଅଶୋକ ପାଣିଗ୍ରାହୀଙ୍କ ଇସ୍ତଫା

ବିଜେପୁର: ୨୦୧୯ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ବିଜେପି ନେତା ତଥା ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ…

କିମ୍ବଦନ୍ତୀ ଗୀତିକାର ଅକ୍ଷୟ…

ଭୁବନେଶ୍ବର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ଭାବେ ସେ ଆଜି ବି ପ୍ରତି ଓଡିଆଙ୍କ ମନରେ ଜୀବିତ। ସେ ହେଉଛନ୍ତି ଅକ୍ଷୟ ମହାନ୍ତି ଓ ଆମ ପ୍ରିୟର ଖୋକା ଭାଇ। ଆଜି ସେ ଆମ ନିକଟରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତ ସବୁ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଗୁଂଜରିତ ହୁଏ। ଆଜି ତାଙ୍କ…

ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ

ବଲାଙ୍ଗୀର: ବଲାଙ୍ଗୀର ଆରଟିଓ ଅଫିସ ଛକରେ ଗଞ୍ଜେଇ ବୋଝେଇ ହାଇଓ୍ବା ଟ୍ରକ୍ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏସଡିପିଓଙ୍କ ନେତୃତ୍ବରେ ଟ୍ରକ୍‌କୁ ଜବତ କରିଛି ବଲାଂଗୀର ପୋଲିସ। ଟ୍ରକ୍ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଟ୍ରକ୍‌ରୁ ୩୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଥିବା ବେଳେ…

ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର…

ଭୁବନେଶ୍ବର: ଶ୍ରୀ ମନ୍ଦିରର ବିକାଶ ପରେ ଏବେ ରାଜ୍ୟ ସରକାରଙ୍କ ନଜର ଏକାମ୍ରକ୍ଷେତ୍ର ଉପରେ। ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ଜବରଦଖଲ ହଟାଯିବା ଉପରେ ଆସନ୍ତା ମଙ୍କଳବାର ପଦକ୍ଷେପ ନିଆଯିବ। ବିଡିଏ, ବିଏମ୍‌ସି ଓ ମନ୍ଦିର ପ୍ରଶାସନର…

ଭୁବନେଶ୍ବରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ। ମୋହନ ଭାଗବତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିବ।…