Odisha Link
Bridging the Missing Links in Odisha

ଭୁବନେଶ୍ୱର ଆରଟିଓ ଅଫିସ ଆଗରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟବିହାରସ୍ଥିତ ଆରଟିଓ ଅଫିସ ଆଗରେ ଉତ୍ତେଜନା ଦେଖାଯାଇଛି। ଆରଟିଓ ଅଫିସ ବନ୍ଦ ଥିବାରୁ ଜନସାଧାରଣ ତାତିଛନ୍ତି। ଏନେଇ କାଗଜପତ୍ର କାମ ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ପରେ ଆରଟିଓ ସଫେଇ ଦେଇ କହିଛନ୍ତି ଯେ, ଦ୍ୱିତୀୟ ଶନିବାର ଥିବାରୁ ଅଫିସ ବନ୍ଦ ଅଛି। ଯାହାର କାମ ଅଛି ସେମାନେ ଓଏସଆରଟିସି ଓ ବିଏମସି କ୍ୟାମ୍ପ ଅଫିସରେ କାଜଗପତ୍ର କାମ କରିପାରିବେ ବୋଲି ସେ କହିଛନ୍ତି।

Comments are closed.