Odisha Link
Bridging the Missing Links in Odisha

5-ଟି କାର୍ଯ୍ୟକ୍ରମକୁ ବିଜେପିର ଟାର୍ଗେଟ, ଅପରାଜିତା କହିଲେ…

ଭୁବନେଶ୍ବର: କଂଗ୍ରେସ ନେତା ସୁର ରାୁତରାୟଙ୍କ ପରେ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟ। ୫ଟି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ଭୁବନେଶ୍ବର ସାଂସଦ ଅରାଜିତା ଷଡ଼ଙ୍ଗୀ। ରାଜ୍ୟ ସରକାର ୨୦ବର୍ଷ ପରେ କାହିଁକି ୫ଟି କଥା ମନେ ପକେଇଲେ। ଆଗରୁ କେଉଁଠି ଥିଲେ ବୋଲି କହିଛନ୍ତି ଅପରାଜିତା।

ଏଥିସହିତ ସେ କହିଛନ୍ତି ଯେ, ପାଖକୁ ଯାଇ ଲୋକଙ୍କ କଥା ବୁଝିବା ସରକାରଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ। ମୁଁ ବି ସଚିବ ଥିଲି ଏବଂ ଲୋକମାନଙ୍କ କଥା ବୁଝିବା ସୁବିଧା ଅସୁବିଧା ଜାଣିବା ହିଁ ତ ସଚିବଙ୍କ କାମ ବୋଲି କହିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ

Comments are closed.