Odisha Link
Bridging the Missing Links in Odisha

ପୂର୍ବତନ ଛାତ୍ର ବିଜେଡ଼ି ନେତା ଗରିଫ

ଯାଜପୁର: ଶେଷରେ ଗିରଫ ହେଲେ ପୂର୍ବତନ ଛାତ୍ର ବିଜେଡି ନେତା ଜିତେନ୍ଦ୍ର ପ୍ରଧାନ । ପାଣିକୋଇଲି ବସଷ୍ଟାଣ୍ଡରୁ ତାଙ୍କୁ  ବିଞ୍ଝାରପୁର ପୁଲିସ ଗିରଫ କରିଛି ।  ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ପୂର୍ବତନ ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ରଙ୍କୁ  ଗିରଫ କରିଛି ।

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଜିତେନ୍ଦ୍ରଙ୍କୁ ଦଳରୁ ନିଲମ୍ବନ।

Comments are closed.