Odisha Link
Bridging the Missing Links in Odisha

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା ଧଳାବାଡ଼ି ସୁରକ୍ଷା ଶୋଭା ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶା ଦୃଷ୍ଟିହୀନ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ଧଳାବାଡ଼ି ସୁରକ୍ଷା ଶୋଭା ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

Comments are closed.