Odisha Link
Bridging the Missing Links in Odisha

ଷ୍ଟେଜରେ ଏପରି ଘଟଣା ଘଟିଗଲା ନେହାଙ୍କ ସହ

ଭୁବନେଶ୍ବର :ସୋନି ଟିଭିରେ ପ୍ରସାରିତ ହେଉଥିବା ଅନେକ ରିୟାଲିଟି ସୋ ସମସ୍ତ ଦର୍ଶକଙ୍କ ମନ କିଣି ନେଇଥାଏ । ସେହି ପରି ଏକ ରିୟାଲିଟି ସୋ ରେ ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରି ଦେବ। ସୋର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ସୋ ଟିରେ ଅଡିସନ ଦବା ପାଇଁ ଅନେକ ପ୍ରତିଯୋଗି ଆସିଥାନ୍ତି । ସେହିପରି ଜଣେ ପ୍ରତିଯୋଗି ଅଡିସନ ଦେବା ସହ ନେହା କକ୍କର ଙ୍କ ପାଇଁ ଅନେକ ଉପହାର ଆଣିଥିଲେ ।ଏହା ଦେଖି ନେହା ଷ୍ଟେଜ ଉପରକୁ ଯାଇଥିଲେ ।

ତାପରେ ପ୍ରତିଯୋଗି ଜଣକ ତାଙ୍କୁ ଆଲିଙ୍ଗନ କରିବା ସହ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଭିଡିଓଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି ।

Comments are closed.