Odisha Link
Bridging the Missing Links in Odisha
Yearly Archives

2019

ବଢ଼ିପାରେ ରେଳ ଭଡ଼ା

ନୂଆଦିଲ୍ଲୀ: ଆଗମୀ ଦିନରେ ବଢ଼ିପାରେ ରେଳ ଭଡ଼ା। ଏଭଳି ମନ୍ତବ୍ୟ ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ଏଥିସହ ସେ ଆହୁରି କହିଛନ୍ତି ଯେ, ଏବେ ଭଡ଼ା ବଢ଼ିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ସମୀକ୍ଷା ହେଉଛି। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ ଆମେ ଯାତ୍ରୀଙ୍କ ଭଡ଼ା ଓ ମାଲ ଭଡ଼ା…

ରବିବାର ଆସେ ଲାପଟପ୍‌ ନେଇଯିବୁ

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ସବୁଠି ଚର୍ଚ୍ଚାରେ ଅଭିନେତ୍ରୀଙ୍କ ବିବାଦୀୟ ପ୍ରେମ କାହାଣୀ। ଦିନକୁ ଦିନ ଭିନ୍ନ ମୋଡ଼ ବିବାଦୀୟ ପ୍ରେମ କାହାଣୀ। ଏକ ନୂଆ ଅଡିଓ ସାମ୍ନାକୁ ଆସିଛି ଯାହା ଏବେ ସୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଆନ୍ଧ୍ର ଯୁବକଙ୍କ ସହ…

ବଲାଙ୍ଗୀର: ବଟଲିଂ ପ୍ଲାଣ୍ଟ ଲୋକାର୍ପଣ…

ବଲାଙ୍ଗୀର: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଛନ୍ତି। ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ…

ବିଦାୟ ନେଲା କାରଗିଲ ହିରୋ ‘ମିଗ୍ – ୨୭’…

ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର ଭାବେ ପରିଚିତ ଲଢୁଆ ଯୁଦ୍ଧ ବିମାନ ‘ମିଗ୍ – ୨୭’ ଆଜି ବାୟୁସେନାରୁ  ଅବସର ନେଲା। ‘ମିଗ୍ – ୨୭’ ଲଢ଼ୁଆ ଯୁଦ୍ଧ ବିମାନ ଆଜି ରାଜସ୍ଥାନର ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ଭରିଛି ଶେଷ ଉଡାଣ। ଏହି ଅବସରରେ ‘ମିଗ୍ – ୨୭’ କୁ ବାୟୁସେନା ଦେଇଛି ଶେଷ…

ଦୁଷ୍କର୍ମକାରୀର ଜିଭ ଛିଣ୍ଡାଇ ଦେଲେ…

କୋଣାର୍କ: ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଜଣେ ମହିଳା ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର…

ସ୍ବାମୀଙ୍କୁ ହତ୍ୟା କରିବାକୁ ସ୍ତ୍ରୀ…

ସୁନ୍ଦରଗଡ଼: ସ୍ବାମୀ ନାଁରେ ମଥାରେ ପିନ୍ଧୁଥିବା ସିନ୍ଦୂର ପୋଛିବାକୁ ସ୍ତ୍ରୀ ସୁପାରି ଦେଇ ତା’କୁ ହତ୍ୟା କରିଥିଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ଼ ପୁଲିସ। ଫଳରେ ସ୍ବାମୀକୁ ହତ୍ୟା କରି ପ୍ରେମିକ ସହିତ ରହିବା ଲାଗି ସ୍ତ୍ରୀ କରିଥିବା ଯୋଜନା ଭଣ୍ଡୁର ହୋଇଯାଇଛି। ଏହି…

୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ୍ ଖାନଙ୍କ ଜନ୍ମଦିନ। ୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ “ସଲମାନ ଖାନ”। ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୬୫ମସିହା ଡ଼ିସେମ୍ବର ୨୭ତାରିଖ‌ରେ ଜନ୍ମଗ୍ରହଣ କରିଥିଲେ ସଲମାନ। ତାଙ୍କର ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ। ଆଜି ବଲିଉଡ଼ ଜଗତରେ…

ଦ୍ବିତୀୟ ବର୍ଷରେ ପାଦ ଦେଲା ଓଡ଼ିଶା…

ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଓଡ଼ିଆ ଖବର ପୋର୍ଟାଲ୍‌ ଓଡ଼ିଶା ଲିଙ୍କ୍ ଆଜି ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ୨୦୧୮ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିବା www.odishalink.com ମାତ୍ର ଗୋଟିଏ ବର୍ଷର ଅବଧିରେ ରାଜ୍ୟର ଖବର ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ଜାହିର କରିପାରିଛି।…

ଭିଜିଲାନ୍ସ ଜାଲରେ ଫରେଷ୍ଟର

କନ୍ଧମାଳ: କନ୍ଧମାଳ ଜିଲ‌୍ଲା ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଫୁଲବାଣୀ ଭିଜିଲାନ୍ସ ଡିଭିଜନର ଏକାଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ,…

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ। ଆଜି ସକାଳ ରାୟପୁର ଏୟାରପେ।ର୍ଟଠାରୁ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ଆସି ବଲାଙ୍ଗୀର ପଥରଚେତା ହାଲିପ୍ୟାଡଠାରେ ପହଞ୍ଚିବେ ଉପରାଷ୍ଟ୍ରପତି। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ପ୍ରଥମେ ବରକାନିଠାରେ ୧୦୩…