Odisha Link
Bridging the Missing Links in Odisha

କଙ୍ଗନାଙ୍କୁ ବିଦାକଲା ଟୁଇଟର୍

ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍‌ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍‌ ନୀତିର ବିରୁଦ୍ଧାଚରଣ…

ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ…

ଭୁବନେଶ୍ବର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି…

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌…

ଗଣମାଧ୍ୟମ: ଜନଗଣଙ୍କ ପାଇଁ

ସବ୍ୟସାଚୀ ଅମିତାଭ ମେ ୩ ତାରିଖକୁ ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା 'ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ' ଭାବେ ପାଳନ କରାଯାଏ । ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୧ ମଇ ମାସ ତିନି ତାରିଖରେ ଆଫ୍ରିକା ମହାଦେଶର ସାମ୍ବାଦିକ ଓ ପତ୍ରପତ୍ରିକା ଏବଂ ଟେଲିଭିଜନ ବ୍ରଡକାଷ୍ଟିଂ ପ୍ରଫେସନାଲମାନେ ଗୋଟିଏ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି…

ଭୁବନେଶ୍ବର: ଗତବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କଲେ। କିନ୍ତୁ ସାମ୍ବାଦିକଙ୍କୁ ଟିକା ଦେବା ନେଇ ଚୋରାପୀରତିରେ ସାମାନ୍ୟ ଭଟ୍ଟା ପଡ଼ିନାହିଁ। ଗତକାଲି ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ତରବରରେ ଟିକାକରଣ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ବର ମହାନଗର…

ଆସାମରେ ପୁଣି ବିଜେପି, କେରଳରେ ଖାତା…

ଓଏଲ୍‌ ବ୍ୟୁରୋ: ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଆଜି ଭୋଟଗଣତି ହୋଇଥିବା ବେଳେ ଗୋଟିଏ ମାତ୍ର ରାଜ୍ୟରେ ବିଜେପି ବାଜିମାତ କରିଛି। ଆସାମରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ଅନ୍ୟପଟେ ବହୁ କସରତ ସତ୍ତ୍ବେ କେରଳରେ ଗୋଟିଏ ବି ଆସନ ହାତେଇ ପାରିନି ଏହି ଜାତୀୟ ଦଳ। ଆସାମ,…

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦଳ ମୁଖ୍ୟ ମମତା ବାନାର୍ଜୀ। ମମତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ସରକାରଙ୍କ ଯଥାସମ୍ଭବ କେନ୍ଦ୍ର ସହଯୋଗ…

କାମଦେଲାନି ମୋଦିଙ୍କ ମ୍ୟାଜିକ୍,…

ଓଏଲ୍‌ ବ୍ୟୁରୋ: ବେଙ୍ଗଲରେ ବାଜି ମାରିଛନ୍ତି ବାନାର୍ଜୀ ଦିଦି। ବହୁ ପ୍ରଚେଷ୍ଟା ସତ୍ବେ ମଉଳିଯାଇଛି ମୋଦି ମ୍ୟାଜିକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତାଙ୍କ ଘନଘନ ପ୍ରଚାର ସଭା ଓ ଶୋଭାଯାତ୍ରା ସତ୍ତ୍ବେ ପଶ୍ଚିମବଙ୍ଗରେ ଆଣ୍ଠେଇଛି ଦେଶର…

ପଶ୍ଚିମବଙ୍ଗରେ ପୁଣି ମମତା

କୋଲକାତା: କାମ ଦେଲାନି କୋବ୍ରା ବିଷ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳକୁ ରାଜ୍ୟରେ ବିଜୟୀ କରିବାର ଯେଉଁ ବିଷାକ୍ତ ବୟାନ ଦେଇଥିଲେ ତାହା ଫିକା ପଡ଼ିଛି। ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ମମତା…

୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!

ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ…