Odisha Link
Bridging the Missing Links in Odisha

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ କଳି

ଓଏଲ୍‌ ବ୍ୟୁରୋ: ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। କିଛି ସମୟର ଖେଳ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମ୍ୟାଚ୍‌ ଚାଲିଥିବା ବେଳେ ଦେଖିବାକୁ ମିଳିଲା ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଏଭଳିକି ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ…

ନ୍ୟାୟ ମାଗୁଛି ପୀଡ଼ିତା ଛାତ୍ରୀ,…

ଓଏଲ୍‌ ବ୍ୟୁରୋ: ପବିତ୍ର ସମ୍ପର୍କରେ ପାପ ନଜର। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା କଳାଦାଗ। ବିଜ୍ଞାନ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ବିଜ୍ଞାନ ସାର। କିନ୍ତୁ ଛାତ୍ରୀ ଜଣକ ସାରଙ୍କ ପ୍ରେମକୁ ଅଗ୍ରାହ୍ୟ କରିଥିଲେ। ପ୍ରେମରେ ନିରାଶ ହୋଇଥିବା ସାର୍‌ ପରବର୍ତ୍ତୀ ସମୟରେ ଭୟ ଦେଖାଇ ଛାତ୍ରୀଙ୍କ ସହ…

କାଷ୍ଟିଂ କାଉଚ୍‌ : ୪୩ ଦିନ ଜେଲରେ ଥିଲେ,…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରୁ ଓଡ଼ିଆ ହାସ୍ୟଅଭିନେତା ପପୁ ପମ୍‌ପମ୍‌ଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ପ୍ରାୟ ୬ ବର୍ଷ ପରେ କାଷ୍ଟିଂ କାଉଚ୍‌ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପ୍‌ ପମ୍‌ପମ୍। ୨୦୧୬ ମସିହାରେ ପପୁ ପମ୍‌ପମ୍‌ଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ।…

ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ…

ଓଏଲ୍‌ ବ୍ୟୁରୋ : ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ ତାତି। ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲା ଭାରତୀୟ ଜନତା ପାର୍ଟି। କାରଣ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ସେହିଭଳି କଂଗ୍ରେସ ମଧ୍ୟ…

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ଜାତୀୟ ପ୍ରତୀକକୁ ନେଇ ବିବାଦ କାହିଁକି ?

ଓଏଲ୍‌ ବ୍ୟୁରୋ: ଜାତୀୟ ପ୍ରତୀକକୁ ନେଇ ଜୋରଦାର ଚର୍ଚ୍ଚା। ଏପରିକି ଜାତୀୟ ପ୍ରତୀକକୁ ନେଇ ବିବାଦ ଆରମ୍ଭ ହୋଇସାରିଲାଣି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ନିର୍ମିତ ହେଉଥିବା ନୂଆ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକକୁ ଅନାବରଣ କରିଥିଲେ। ଯାହାପରଠୁ ବିବାଦ ସୃଷ୍ଟି…

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ…

ସରକାରୀ କର୍ମଚାରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…

ଅଶାନ୍ତ କାଶ୍ମୀର: ଭିଟାମାଟି ଛାଡ଼ିଲେ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ କାଶ୍ମୀର। ବିଗତ କିଛିଦିନ ମଧ୍ୟରେ ପୁଣିଥରେ ଖବରର ଶିରୋନାମା ପାଲଟିଛି କାଶ୍ମୀର। କାରଣ ପୁଣିଥରେ କାଶ୍ମୀରରେ ବଢ଼ିବାରେ ଲାଗିଛି ଟାର୍ଗେଟ କିଲିଂ। ଆତଙ୍କବାଦୀମାନେ ପୁଣିଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଭୟର ବାତାବରଣ ଲାଗି ରହିଛି। ବ୍ୟାପକ…