Odisha Link
Bridging the Missing Links in Odisha

ରାଜା ଚାଲିଗଲେ: ରାଜା ରହିବେ ଚିରକାଳ

ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ 'ଜଣେ ରାଜା ଥିଲେ'। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍…

ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା

ଅସିତ ମହାନ୍ତି କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା। ସେତେବେଳେ ଏହାର…

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି 'ନିଃସଙ୍ଗ ପଦାତିକ' କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ। ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ…

ଅଖିଳ ଦିବସ ଅନୁଚିନ୍ତା

୧୯୮୦ରେ ରେଭେନ୍ସାରୁ ପାଠପଢ଼ା ସାରି ମୁଁ 'ସମାବେଶ'ରେ କାମ ଆରମ୍ଭ କଲି। ଅଖିଳ ମୋହନ ସେତେବେଳକୁ ତାହାର ମୁଖ୍ୟ ସଂପାଦକ। ସେହି 'ସମାବେଶ' ସମୟରେ ୧୯୮୧ରେ ସେ 'ଓ ଅନ୍ଧଗଳି' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ। ତାହାର ପରବର୍ଷ, ୧୯୮୨ ନଭେମ୍ବର, କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ)ଦିନ…