Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା : ସ୍କ୍ୱାଡ୍‌ ଗଠନ କଲା…

କଟକ : ମାଟ୍ରିକ ପରୀକ୍ଷା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ୨ ପର୍ଯ୍ୟାୟରେ ସ୍କ୍ୱାଡ୍‌ ଗଠନ କରାଯାଇଛି। ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିବା ପରୀକ୍ଷା…

ରାଜ୍ୟରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ବର : ରାଜ୍ୟରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା…

ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ…

ଭୁବନେଶ୍ୱର: ବିଧାନସଭା ଘେରାଉ ସମୟରେ ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବେକାରୀ ସମସ୍ୟା ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଆକ୍ରୋଶ ସମାବେଶ କରାଯାଇଥିଲା । ଏନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସମାବେଶରେ ଯୁବ କଂଗ୍ରେସ ଜାତୀୟ ସଭାପତି ବିଭି ଶ୍ରୀନିବାସ ସାମିଲ ହୋଇ ରାଜ୍ୟ…

ବିଦେଶୀ ଜେଲ୍‌ରେ ଅଛନ୍ତି ପ୍ରାୟ ୮୦୦୦…

ନୂଆଦିଲ୍ଲୀ: ଭାରତର ପ୍ରାୟ ୮୦୦୦ ଭାରତୀୟ କଏଦୀ ୮୨ଟି ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ଏହା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୪୦୫୮ଜଣ କଏଦୀ ୬ଟି ଉପସାଗରୀୟ ଦେଶ ଏବଂ ଇରାନ୍‌ରେ ଅଛନ୍ତି । କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଭାରତୀୟମାନେ ପାରମ୍ପରିକ…

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଳୀ: କୃଷି ଆନ୍ଦୋଳନକୁ ଆସନ୍ତାକାଲି ୪ ମାସ ପୂରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିଷାନ ମୋର୍ଚ୍ଚା ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ।…

ରାଜ୍ୟରେ ୨୦୦ ଟପିଲା କରୋନା ସଂଖ୍ୟା,…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୦ରେ ପହଞ୍ଚିଛି ।…

ପାଟିରେ ଫେବିକ୍ୱିକ୍ ଲଗାଇ ତିନିଲକ୍ଷ…

ଗାଜିଆବାଦ : ନୂଆ ନୂଆ ଉପାୟ ଲମ୍ବନ କରି ଲୁଟୁଛନ୍ତି ଲୁଟେରା। ଗାଜିଆବାଦର ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଘରେ ହୋଇଛି ଲୁଟ। ଘର ଭିତରେ ଲୁଟେରା ମାନେ ପ୍ରଥମେ ମହିଳାଙ୍କୁ ବନ୍ଧକ କରି ୧୨ ବର୍ଷର ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ। ପ୍ରକାଶ ଯେ, ଶାସ୍ତ୍ରୀନଗର ବି ବ୍ଲକର ୧୭୪ ନମ୍ବର ଘରେ…

ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ…

ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ସୋରିଶପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇଲା ସ୍ୱୀମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ପ୍ରକାଶ ଯେ, କିଛି ଦିନ ହେବ ସୋରିଶପାଳ ଗାଁର ଗଙ୍ଗାଧର ନାୟକ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ…

ଇଣ୍ଡିକା ଧକ୍କାରେ ଚାଲିଗଲା ବାଇକ…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଇଣ୍ଡିକା ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଢେଙ୍କାନାଳ କପିଳାଶ ରାସ୍ତା ଭାଗବାନପୁର ନିକଟରେ ଘଟିଛି। ମୃତକ ଜଣଙ୍କ ହେଲେ ଦୁଧୁକାଟେଣି ଗାଁର ପ୍ରଦ୍ୟୁମ୍ନ ବାରିକ ବୋଲ ଜଣାପଡିଛି । ପ୍ରକାଶ ଯେ, ପ୍ରଦ୍ୟୁମ୍ନ ଭୁବନେଶ୍ୱରରେ କାମ…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର…