Odisha Link
Bridging the Missing Links in Odisha

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା…

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। https://twitter.com/sherryontopp/status/1442783782868717577 ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ,…

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ…

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା। ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ। ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ହେବାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା କୋଭିଡ…

ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ…

ଆରଡି: ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଦେଖିବାକୁ ମିଳିଛି। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ଉଭୟଙ୍କୁ…

ପିପିଲି ଉପନିର୍ବାଚନ ନେଇ ସିଇଓଙ୍କ…

ପିପିଲି: ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି। କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇଛି।…

କୁକୁରଙ୍କ ରଙ୍ଗ ବଦଳି ହେଲା ନୀଳ

ଋଷିଆ: ନୀଳବର୍ଣ୍ଣ ଶୃଗାଳ ଗପ ତ ଆପଣ ଶୁଣିଥିବେ। ଯିଏ ଦେହରେ ରଙ୍ଗ ବୋଳି ଜଙ୍ଗଲରେ ଅନ୍ୟ ପଶୁଙ୍କୁ ଭୟଭୀତ କରୁଥିଲା। ହେଲେ ଆପଣ କେବେ ନୀଳବର୍ଣ୍ଣ କୁକୁର କଥା ଶୁଣିଛନ୍ତି। ଏବେ ଦେଖିବାକୁ ମିଳୁଛି ନୀଳବର୍ଣ୍ଣର କୁକୁର। ଏଭଳି କୁକୁର ଏବେ ଋଷିଆର ଏକ ସହରରେ ଦେଖିବାକୁ ମିଳିଲାଣି। ପୂର୍ବରୁ ଏହି କୁକୁରଙ୍କ…

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ। ରବିବାର ଦିନ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଏହି ପ୍ରେମୀଯୁଗଳ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମୀଯୁଗଳ ଛତିଶଗଡ଼ ଅଂଚଳର ଗରିଆବନ୍ଧ ଜିଲ୍ଲାର ପିପଲଛେଡ଼ି ଥାନା…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତେଲ ବିତରଣ କମ୍ପାନୀମାନେ ଆଜି ଜାରି କରିଥିବା ନୂଆ ଦାମ ଅନୁଯାୟୀ ପେଟ୍ରୋଲ ୨୦ ରୁ ୨୨ ପଇସା ପ୍ରତିଲିଟର ମହଙ୍ଗା ହୋଇଛି । ସେହିଭଳି ଡିଜେଲ ଦର ୨୫ ପଇସା…

ଜାତିସଂଘରେ ପ୍ରତିନିଧି ଶୂନ୍ୟ ହେଲା…

କାବୁଲ: ଚଳିତବର୍ଷ ଜାତିସଂଘରେ ପ୍ରତିନିଧି ଶୂନ୍ୟ ହେଲା ଆଫଗାନିସ୍ତାନ। ତାଲିବାନ ଦ୍ବାରା କବଜା ପରେ ଆଫଗାନିସ୍ତାନକୁ ଏଭଳି ପରିସ୍ଥିତି ସମ୍ମୁଖିନ ହେବାକୁ ପଡ଼ିଛି। ଜାତିସଂଘରେ ଆଫଗାନିସ୍ତାନର କୌଣସି ପ୍ରତିନିଧି ଏଥର ସମ୍ବୋଧନ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଏନେଇ ଚର୍ଚ୍ଚା ଜାରି…

ଟ୍ରେଜେରୀ ଅଫିସ୍‌ରେ ଲାଗିଲା ନିଆଁ

କରଞ୍ଜିଆ: ଟ୍ରେଜେରୀ ଅଫିସ୍‌ରେ ଲାଗିଲା ନିଆଁ। କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା…

୯୨ ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ…

ଭୁବନେଶ୍ବର: ନିଜ ସ୍ବରର ଯାଦୁରେ ଲୋକଙ୍କୁ ମତଓ୍ବାଲା କରୁଥିବା ସୁର ସମ୍ରାଜ୍ଞୀ କୋକିଳ କଣ୍ଠୀ ଭାରତ ରତ୍ନ ଲତା ମଙ୍ଗେସକର ଆଜି ଜନ୍ମଦିନ। ୯୨ ବର୍ଷରେ ପାଦ ଥାପିଲେ ଲତା ମଙ୍ଗେସକର। ଏବେ ବି ତାଙ୍କ ସୁମଧୁର ଗୀତ ଲୋକଙ୍କ ମନରୁ ଲିଭିନି। ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର।…