ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ କଲେ, ପଢ଼ନ୍ତୁ

ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ କଲେ, ପଢ଼ନ୍ତୁ

On

ଭୁବନେଶ୍ବର: ମଧ୍ୟରାତ୍ରି ସୁଦ୍ଧା ଚୂଡ଼ାନ୍ତ ଗଣତି ଫଳାଫଳ ଆସିନଥିଲେ ହେଁ, ପ୍ରାୟ ସମସ୍ତ ବିଧାନସଭା ଆସନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ସେହି ଆଧାରରେ ଆମର ଏ ବିଜୟୀ ତାଲିକା। ତେବେ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ବଣାଇ : ଲକ୍ଷ୍ମଣ ମୁଣ୍ଡା (ସିପିଏମ୍) ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ) କଟକ :…

ଗଣତି ଜାରି: ଅରୁଣ ୧୨୦୦୦ ଭୋଟ ଆଗରେ, ସଂଜୟ ୨୫୦୦ ଭୋଟ ପଛରେ

ଗଣତି ଜାରି: ଅରୁଣ ୧୨୦୦୦ ଭୋଟ ଆଗରେ, ସଂଜୟ ୨୫୦୦ ଭୋଟ ପଛରେ

On

ଭୁବନେଶ୍ବର: ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଯ ଗଣତତି ଚାଲୁ ରହିଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଆଗୁଆ ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବ୍ରହ୍ମଗିରି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ପଛରେ ପଡ଼ିଛନ୍ତି। ଅରୁଣ କୁମାର ସାହୁ ନିଜର ନିକଟତମ…

ମୋଦିଙ୍କ ସହ ଫୋନରେ କଥାହେଲେ ନବୀନ

ମୋଦିଙ୍କ ସହ ଫୋନରେ କଥାହେଲେ ନବୀନ

On

ଭୁବନେଶ୍ବର: ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭାରେ ଭାରତୀୟ ଜନତା ପାର୍ଟି ୯ବିଜେପି)ର ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିବା ବେଳେ ଅନୁରୂପ ଭାବେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ବିଜୟ ପାଇଁ ମୋଦି ବିଜେଡି ମୁଖିଆ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଟ୍ବିଟ୍‌…

ଚମ୍ପୁଆ, ଭଞ୍ଜନଗର, ଆସ୍କା, ବଡ଼ଚଣା ଓ ନବରଙ୍ଗପୁରରେ ବିଜେଡି ବିଜୟୀ

ଚମ୍ପୁଆ, ଭଞ୍ଜନଗର, ଆସ୍କା, ବଡ଼ଚଣା ଓ ନବରଙ୍ଗପୁରରେ ବିଜେଡି ବିଜୟୀ

On

ଭୁବନେଶ୍ବର: ସଂଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୦୫ଟି ଆସନରେ ଆଗୁଆ ଅଛନ୍ତି। ଚମ୍ପୁଆରେ ପ୍ରଥମ ଥର ପାଇଁ ବିଜେଡି ବିଜୟଲାଭ କରିଛି। ଦଳର ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି ବିଜୟୀ ହୋଇଥିବା ବେଳେ ଭଞ୍ଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ…

ଓଡ଼ିଶା: ବିଜେଡି ୧୦୭ ବିଧାନସଭା ଓ ବିଜେପି ୮ ସଂସଦୀୟ କ୍ଷେତ୍ରରେ ଆଗୁଆ

ଓଡ଼ିଶା: ବିଜେଡି ୧୦୭ ବିଧାନସଭା ଓ ବିଜେପି ୮ ସଂସଦୀୟ କ୍ଷେତ୍ରରେ ଆଗୁଆ

On

ଭୁବନେଶ୍ବର: ଅପରାହ୍ଣ ୪ଟା ୩୦ ସୁଦ୍ଧା ବିଜୁ ଜନତା ଦଳ (ବିଜେଡି) ୧୦୭ ବିଧାନ ସଭା ଆସନରେ ଆଗୁଆ ଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୨୪ ଆସନରେ ଆଗୁଆ ଅଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଂଗ୍ରେସ ୧୩ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ସୁପିଆଇଏମ୍‌ ଗୋଟିଏ ଆସନରେ…

ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

On

ଭୁବନେଶ୍ବର: ରାଜ୍ୟର ୬୩ଟି ଆସନରେ ଏବେ ଭୋଟଗଣତି ଜାରି ରହିଥିବା ବେଳେ ୧୧୦ ଆସନରେ ବିଜୁ ଜନତା ଦଳ ଆଗୁଆ ଥିବା ବେଳେ ଦଳ ରାଜ୍ୟ ବିଧାନସଭା ପୂର୍ଣ୍ଣ ବହୁମତ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି…

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ ପଛରେ ପକାଇଲା ବିଜେପି

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ ପଛରେ ପକାଇଲା ବିଜେପି

On

ଭୁବନେଶ୍ବର: ରାଜ୍ୟର ୬୩ଟି କେନ୍ଦ୍ରରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି। ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୧୪୬ଟିରେ ମତଦାନ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୯୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ୨୯ଟି ଆସନରେ ବିଜେପି ଓ ୧୩ଟି ଆସନରେ କଂଗ୍ରେସ ଆଗୁଆ ଥିବା ଜଣାପଡ଼ିଛି। ସେହିପରି ରାଜ୍ୟର ୨୧ଟି ସଂସଦୀୟ…

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫, ବିଜେପି ୨୬, କଂଗ୍ରେସ ୧୧, ଅନିଶ୍ଚିତ ୨୪

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫, ବିଜେପି ୨୬, କଂଗ୍ରେସ ୧୧, ଅନିଶ୍ଚିତ ୨୪

On

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଖବରକାଗଜ ସମ୍ବାଦ ଓ ଟିଭି ଚ୍ୟାନେଲ କନକ ନ୍ୟୁଜ୍‌ ପକ୍ଷରୁ ହୋଇଥିବା ବାହୁଡ଼ା ମତ ଅନୁସାରେ ବିଧାନସଭାରେ ବିଜୁ ଜନତା ଦଳ (ବିଜେଡି) ୮୫ ଆସନରେ ବିଜୟ ଲାଭ କରିବ ବୋଲି ଅନୁମାନ କରାଯାଇଛି। ବିଧାନସଭାରେ ସରକାର ଗଢ଼ିବା ଲାଗି ୭୪ କୁହୁକ ସଂଖ୍ୟା ହୋଇଥିବା ବେଳେ ବିଜେଡି ପଞ୍ଚମ ଥର ପାଇଁ ସରକାର…

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

On

ଭୁବନେଶ୍ବର: ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ। ୨୩ରେ ହେବାକୁ ଥିବା ଭୋଟ ଗଣତି ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥ-ବାହୁଡ଼ା ମତ ବା ଏକଜିତ ପୋଲ ପ୍ରକାଶ କରିଛନ୍ତି। ପ୍ରାୟ ଅଧିକାଂଶ…

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

On

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ଏନଡିଟିଭି ସର୍ଭେ ଅନୁସାରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)କୁ ୧୦ଟି, ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୦ଟି ଓ କଂଗ୍ରେସକୁ…