ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ କଲେ, ପଢ଼ନ୍ତୁ

ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ କଲେ, ପଢ଼ନ୍ତୁ

On

ଭୁବନେଶ୍ବର: ମଧ୍ୟରାତ୍ରି ସୁଦ୍ଧା ଚୂଡ଼ାନ୍ତ ଗଣତି ଫଳାଫଳ ଆସିନଥିଲେ ହେଁ, ପ୍ରାୟ ସମସ୍ତ ବିଧାନସଭା ଆସନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ସେହି ଆଧାରରେ ଆମର ଏ ବିଜୟୀ ତାଲିକା। ତେବେ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ବଣାଇ : ଲକ୍ଷ୍ମଣ ମୁଣ୍ଡା (ସିପିଏମ୍) ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ) କଟକ :…

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ ପଛରେ ପକାଇଲା ବିଜେପି

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ ପଛରେ ପକାଇଲା ବିଜେପି

On

ଭୁବନେଶ୍ବର: ରାଜ୍ୟର ୬୩ଟି କେନ୍ଦ୍ରରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି। ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୧୪୬ଟିରେ ମତଦାନ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୯୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ୨୯ଟି ଆସନରେ ବିଜେପି ଓ ୧୩ଟି ଆସନରେ କଂଗ୍ରେସ ଆଗୁଆ ଥିବା ଜଣାପଡ଼ିଛି। ସେହିପରି ରାଜ୍ୟର ୨୧ଟି ସଂସଦୀୟ…

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫, ବିଜେପି ୨୬, କଂଗ୍ରେସ ୧୧, ଅନିଶ୍ଚିତ ୨୪

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫, ବିଜେପି ୨୬, କଂଗ୍ରେସ ୧୧, ଅନିଶ୍ଚିତ ୨୪

On

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଖବରକାଗଜ ସମ୍ବାଦ ଓ ଟିଭି ଚ୍ୟାନେଲ କନକ ନ୍ୟୁଜ୍‌ ପକ୍ଷରୁ ହୋଇଥିବା ବାହୁଡ଼ା ମତ ଅନୁସାରେ ବିଧାନସଭାରେ ବିଜୁ ଜନତା ଦଳ (ବିଜେଡି) ୮୫ ଆସନରେ ବିଜୟ ଲାଭ କରିବ ବୋଲି ଅନୁମାନ କରାଯାଇଛି। ବିଧାନସଭାରେ ସରକାର ଗଢ଼ିବା ଲାଗି ୭୪ କୁହୁକ ସଂଖ୍ୟା ହୋଇଥିବା ବେଳେ ବିଜେଡି ପଞ୍ଚମ ଥର ପାଇଁ ସରକାର…

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

On

ଭୁବନେଶ୍ବର: ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ। ୨୩ରେ ହେବାକୁ ଥିବା ଭୋଟ ଗଣତି ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥ-ବାହୁଡ଼ା ମତ ବା ଏକଜିତ ପୋଲ ପ୍ରକାଶ କରିଛନ୍ତି। ପ୍ରାୟ ଅଧିକାଂଶ…

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

On

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ଏନଡିଟିଭି ସର୍ଭେ ଅନୁସାରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)କୁ ୧୦ଟି, ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୦ଟି ଓ କଂଗ୍ରେସକୁ…

ଓଡ଼ିଶା ବିଧାନସଭା ନିର୍ବାଚନ: ୨୪ ଆସନରେ ଟକ୍କର କଡ଼ାକଡ଼ି

ଓଡ଼ିଶା ବିଧାନସଭା ନିର୍ବାଚନ: ୨୪ ଆସନରେ ଟକ୍କର କଡ଼ାକଡ଼ି

On

ଭୁବନେଶ୍ବର: ରାଜ୍ୟରେ ୨୪ଟି ବିଧାନସଭା ଆସନରେ କଡ଼ା ଲଢ଼େଇ ହୋଇଛି। କିଏ ଜିତିବ କିଏ ହାରିବ ପୂର୍ବାନୁମାନ କଠିନ ହୋଇପଡ଼ିଛି। ଶାସକ ବିଜେଡିକୁ ନିକଟତମ ପ୍ରତିଦ୍ବନ୍ଦ୍ବୀମାନେ ଦେବେ ଏହିସବୁ ଆସନରେ କଡ଼ା ଟକ୍କର ଦେବେ। ଏହି ୨୪ଟି ଆସନ ମଧ୍ୟରେ ରହିଛି ଚିଲିକା, ବ୍ରହ୍ମଗିରି, ରଣପୁର, ନୟାଗଡ଼, କୁଚିଣ୍ଡା, ରେଙ୍ଗାଲି, ଦେଓଗଡ଼, ପାଲଲହଡ଼ା, ତେଲକୋଇ, କରଞ୍ଜିଆ, ବାରବାଟୀ-କଟକ ଭଳି…

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

On

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀ ଓ ଓଡ଼ିଶା ଲିଙ୍କ ପକ୍ଷରୁ…

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

On

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସହ ନରହି, ନୟାଗଡ଼ର…

ରାଜ୍ୟରେ ସିଙ୍ଗିଲ ଇଞ୍ଜିନ୍ ଭଲ ପ୍ରଦର୍ଶନ କରିଛି: ବିଜେଡି

ରାଜ୍ୟରେ ସିଙ୍ଗିଲ ଇଞ୍ଜିନ୍ ଭଲ ପ୍ରଦର୍ଶନ କରିଛି: ବିଜେଡି

On

ଭୁବନେଶ୍ବର: ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡ଼ା ଜବାବ ଦେଇଛି। ପ୍ରେସ ମିଟରେ ନବୀନ ସରକାରଙ୍କ ବିକାଶର ତାଲିକା ସାମ୍ନାରେ ରଖିଛି ବିଜେଡ଼ି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗରିବିରେ ବିଜେପି ଶାସିତ ରାଜ୍ୟ…

କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀକଣ୍ଢେଇ: ଧର୍ମେନ୍ଦ୍ର

କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀକଣ୍ଢେଇ: ଧର୍ମେନ୍ଦ୍ର

On

ଭୁବନେଶ୍ୱର: ଦଳେ କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି। ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି। ୭୦ ଦଶକରେ ଏକଛତ୍ରବାଦୀ ଶାସନ କଂଗ୍ରେସ ଲାଗୁ କରିବା ସମୟରେ ତତକାଳୀନ କଂଗ୍ରେସର ସଭାପତି ଦେବକାନ୍ତ ବୋରୁଆ ଇନ୍ଦିରା ଇଜ୍‌ ଇଣ୍ଡିଆ, ଇଣ୍ଡିଆ ଇଜ୍‌ ଇନ୍ଦିରା ମନ୍ତବ୍ୟ ଦେଇଥିଲୋ ନବୀନଙ୍କର ଏପରି ମନ୍ତବ୍ୟ ତାଙ୍କର ସ୍ୱେଚ୍ଛାଚାରୀତା…