ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ ଯୋଜନାକୁ ମୋଦିଙ୍କ ଭୟ

ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ ଯୋଜନାକୁ ମୋଦିଙ୍କ ଭୟ

On

ରେମୁଣା: କଂଗ୍ରେସର ନ୍ୟାୟ ଯୋଜନାକୁ ମୋଦି ଡରି ଯାଇଛନ୍ତି। ସେଥିପାଇଁ ସେ ମଧ୍ୟବିତ୍ତଙ୍କୁ ବି ଡରାଉଛନ୍ତି। କହୁଛନ୍ତି, ମଧ୍ୟବିତ୍ତଙ୍କ ଟଙ୍କା ନେଇ ରାହୁଲ ଗାନ୍ଧୀ ଗରିବଙ୍କୁ ଦେଇଦେବ। ହେଲେ ଗୋଟିଏ ଟଙ୍କା ମଧ୍ୟବିତ୍ତଙ୍କ ଠାରୁ ନିଆଯିବ ନାହିଁ। ଅନୀଲ ଅମ୍ବାନୀ, ଲଳିତ ମୋଦି, ନୀରବ ମୋଦିଙ୍କ ଭଳି ଚୋରଙ୍କ ପକେଟରୁ ଟଙ୍କା ନେଇ ଗରିବ ଲୋକଙ୍କୁ ଦିଆଯିବ ବୋଲି…

୨୬ରେ ବାଲେଶ୍ୱର ଆସିବେ ରାହୁଲ ଗାନ୍ଧୀ

୨୬ରେ ବାଲେଶ୍ୱର ଆସିବେ ରାହୁଲ ଗାନ୍ଧୀ

On

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ରେ ଓଡ଼ିଶା ଆସିବେ । ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

୯ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

୯ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

On

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି। ବାଲେଶ୍ୱର ବିଧାନସଭା ଆସନରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି,…

ବଦଳୁଛି ଚିଲିକାର ଚିତ୍ର, ମାନସଙ୍କୁ ଲୋଡ଼ୁଛି ମାଟି

ବଦଳୁଛି ଚିଲିକାର ଚିତ୍ର, ମାନସଙ୍କୁ ଲୋଡ଼ୁଛି ମାଟି

On

ଭୁବନେଶ୍ବର: ଚିଲିକାରେ ଏହା ଏକ ଜଣାଶୁଣା ପ୍ରବାଦ- ଯଦି ମାନସ ମଙ୍ଗରାଜ କୌଣସି ବି ଦଳରୁ ନିର୍ବାଚନ ଲଢ଼ିଥାଆନ୍ତେ, ତେବେ ୨୦୧୪ରେ ତାଙ୍କର ସୁନିଶ୍ଚିତ ବିଜୟ ହୋଇଥାଆନ୍ତା। ପ୍ରଥମ ଥର ପାଇଁ ନିର୍ବାଚନୀ ରଣାଙ୍ଗନରେ ପାଦ ଦେଇ ୨୦୦୯ ବିଧାନସଭା ନିର୍ବାଚନରେ ମାନସ ଚିଲିକାରୁ କଂଗ୍ରେସ ପ୍ରାର୍ଥୀ ଭାବରେ ୧୧,୨୦୪ ଭୋଟ ପାଇଥିଲେ। ତାଙ୍କର ଭୋଟ ଭାଗ ପ୍ରାୟ…

ବରଗଡ଼ରେ ରାହୁଳ: କ୍ଷମତାକୁ ଆସିଲେ ସ୍ବାସ୍ଥ୍ୟସେବା ଅଧିକାର ଲାଗୁ କରିବୁ

ବରଗଡ଼ରେ ରାହୁଳ: କ୍ଷମତାକୁ ଆସିଲେ ସ୍ବାସ୍ଥ୍ୟସେବା ଅଧିକାର ଲାଗୁ କରିବୁ

On

ବରଗଡ଼: ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଅଧିକାର ଲାଗୁ କରିବ ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି। ଆଜି ଅପରାହ୍ଣରେ ବରଗଡ଼ର ସରସରା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ସେ ଏ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ରାହୁଳ କହିଛନ୍ତି, ମୋଦି…

ନିରଂଜନଙ୍କୁ ବିରୋଧ କରୁଥିବା ନେତା ଏବେ କଂଗ୍ରେସ ଟିକେଟ୍‌ ଆଶାୟୀ

ନିରଂଜନଙ୍କୁ ବିରୋଧ କରୁଥିବା ନେତା ଏବେ କଂଗ୍ରେସ ଟିକେଟ୍‌ ଆଶାୟୀ

On

ବାଲେଶ୍ବର: “ପ୍ରସାଦ ହରିଚନ୍ଦନ ବଲ୍ଲେ ବଲ୍ଲେ। କିଛି ପ୍ରତ୍ୟାଖ୍ୟିତ ଗନ୍ଧିଆ ନଳା ବୁଢ଼ା ଘୋଡ଼ା ଅର୍ଥ ବଳ ବ୍ୟବହାର କରି ଓ ଅସତ୍‌ ସାମ୍ବାଦିକଙ୍କୁ ଲାଞ୍ଚ ଦେଇ ତାଙ୍କ ବାବଦରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହେବାର ନାହିଁ। ଏଆଇସିସି ବୁଝି ସାରିଛି, ପ୍ରସାଦ ଜୀଙ୍କ ନେତୃତ୍ବରେ ଓଡ଼ିଶା କଂଗ୍ରେସ୍‌ ଉଚିତ୍‌ ମାର୍ଗରେ ଯାଉଛି।…

ମହିଳାଙ୍କ ପାଇଁ ୨୫% ଅ‍ାସନ ସଂରକ୍ଷଣ କରିବ କଂଗ୍ରେସ୍!

ମହିଳାଙ୍କ ପାଇଁ ୨୫% ଅ‍ାସନ ସଂରକ୍ଷଣ କରିବ କଂଗ୍ରେସ୍!

On

ଭୁବନେଶ୍ବର: ଅ‍ାଗାମୀ ନିର୍ବାଚନରେ ବିଜେଡିରେ ମହିଳା ପାଇଁ ୩୩ ପ୍ରତିଶତ ଲୋକସଭା ଅ‍ାସନ ସଂରକ୍ଷଣ ଘୋଷଣା କରି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳମାନଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି। ବିଜେଡି ଭଳି ଅନ୍ୟଦଳଗୁଡ଼ିକ ମଧ୍ୟ ମହିଳା ପ୍ରାର୍ଥୀତ୍ବ ନେଇ କସରତ ଅ‍ାରମ୍ଭ କରି ଦେଇଛନ୍ତି। ରାଜ୍ୟର ମୋଟ ୨୧ଟି ଲୋକସଭା ଅ‍ାସନରୁ ଅନ୍ୟୁନ ୫ଟିରେ…

ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!

ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!

On

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଅପରାଧୀ ପ୍ରାର୍ଥୀଙ୍କ ପାଇଁ ଏଥର କଡ଼ାକଡ଼ି ନିୟମ କରିଛନ୍ତି ନିର୍ବାଚନ ଅ‍ାୟୁକ୍ତ। ପ୍ରାର୍ଥୀମାନେ ନିଜ ଅପରାଧ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରିବେ। ଏପରି ସ୍ଥଳେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହାେଇଥିବା ଜଣେ ଠକେଇ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଅ‍ାରୁ…