ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

On

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସହ ନରହି, ନୟାଗଡ଼ର…

କେନ୍ଦ୍ରାପଡ଼ା ରୋଡ ସୋ’ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

କେନ୍ଦ୍ରାପଡ଼ା ରୋଡ ସୋ’ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

On

କେନ୍ଦ୍ରାପଡ଼ା: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ରୋଡ ସୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ରୋଡ ସୋ’ ମାଧ୍ୟମରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ନବୀନ ଆଜି ଖରିନାସି ଗ୍ରାମପଂଚାୟତର ହରିଆବାଙ୍କ ମା’ ଶାରଳା ମନ୍ଦିର ନିକଟରୁ ରୋଡ ସୋ’ ଆରମ୍ଭ କରିଥିଲେ। ସେ…

୫ ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି: ନବୀନ ପଟ୍ଟାନୟକ

୫ ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି: ନବୀନ ପଟ୍ଟାନୟକ

On

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟାନୟକ । ଭଦ୍ରକ ନିର୍ବାଚନ ସଭାରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି ୫ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି । ୪ଟି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ସବୁ ନିର୍ବାଚନ ହାରୁଛି…

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ, ପ୍ରସ୍ତାବକ ରହିଲେ ଅନୁଭବ

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ, ପ୍ରସ୍ତାବକ ରହିଲେ ଅନୁଭବ

On

ନୟାଗଡ଼: ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମର୍ଥକ କରିବାରେ ସଫଳ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡି ଟିକେଟରେ ସେ ଆଜି ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନର ବିଧାୟକ ତଥା ଏଥର ଖଣ୍ଡପଡ଼ାରୁ ଟିକେଟ ପାଇଁ…

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ ସହ ବୁଝାମଣା!

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ ସହ ବୁଝାମଣା!

On

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ବୁଝାମଣା କରି…

ବିଜେଡିର ୮ମ ପ୍ରାର୍ଥୀ ତାଲିକା: ଖଣ୍ଡପଡ଼ାରୁ ସୌମ୍ୟ, ଭୁବନେଶ୍ବର ମଧ୍ୟରୁ ଅନନ୍ତ

ବିଜେଡିର ୮ମ ପ୍ରାର୍ଥୀ ତାଲିକା: ଖଣ୍ଡପଡ଼ାରୁ ସୌମ୍ୟ, ଭୁବନେଶ୍ବର ମଧ୍ୟରୁ ଅନନ୍ତ

On

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭୁବନେଶ୍ବର ମଧ୍ୟରୁ ବିଜୟ ମହାନ୍ତିଙ୍କ ଟିକେଟ କଟିଥିବା ବେଳେ ତାଙ୍କ ସ୍ଥାନରେ ଟିକେଟ ପାଇଚନ୍ତି ଭୁବନେଶ୍ବରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା। ଅନୁରୂପ ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ…

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ ସପକ୍ଷରେ ଏକାଠି ହେଲେ ବିଜେଡି କର୍ମୀ, ଦେଖନ୍ତୁ ଭିଡିଓ

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ ସପକ୍ଷରେ ଏକାଠି ହେଲେ ବିଜେଡି କର୍ମୀ, ଦେଖନ୍ତୁ ଭିଡିଓ

On

ନୟାଗଡ଼: “କିଛି ଦିନ ତଳେ ଖଣ୍ଡପଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା। ତେବେ ଏବେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗୁଛି ଖଣ୍ଡପଡ଼ା। ବିଧାୟକ ଅନୁଭବ ପଟ୍ଟନାୟକଙ୍କର କଣ ଏମିତି ତ୍ରୁଟି ରହିଗଲା ଯେ ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ମସୁଧା ଚାଲିଛି। ଖଣ୍ଡପଡ଼ାରେ ବିକାଶ ପୁରୁଷ ସାଜିଥିବା…

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

On

ନୟାଗଡ଼: ବିଜୁ ଜନତା ଦଳ ଆଜି ଏହାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୦ଟି ବିଧାନସଭା କ୍ଷେତ୍ର ଓ ୨ଟି ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଅସମାହିତ ଥିବା ବେଳେ ଏଠାରୁ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।…

ବିଜେଡି ପ୍ରାର୍ଥୀ ତାଲିକା: କଟିଲେ ୪ ବିଧାୟକ

ବିଜେଡି ପ୍ରାର୍ଥୀ ତାଲିକା: କଟିଲେ ୪ ବିଧାୟକ

On

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ ସମେତ ୪ ଜଣ ଦଳୀୟ ବିଧାୟକଙ୍କ ଟିକେଟ୍‌ କଟିଛି। ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ୍‌ କୁମାର ହାଂସଦାଙ୍କୁ ଟିକେଟ…

ଆଜି ପ୍ରକାଶ ପାଇବ ବିଜେଡିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇବ ବିଜେଡିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

On

ଭୁବନେଶ୍ବର: ଆଜି ଘୋଷଣା ହୋଇପାରେ ବିଜୁ ଜନତା ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ମୋଟ ୬ଟି ପର୍ଯ୍ୟାୟରେ ଦଳ ଏଯାବତ୍‌ ୧୨୮ ବିଧାୟକ ପ୍ରାର୍ଥୀ ଓ ୧୮ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି। ବାକି ଥିବା ୩ ସାଂସଦ ଓ ୧୯…