କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ମୋଦିଙ୍କ ପ୍ରଚାର

କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ମୋଦିଙ୍କ ପ୍ରଚାର

On

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଆସିଥିଲେ। ପରେ ସେ ବାଲେଶ୍ବର ଯାଇ ମଧ୍ୟ ପ୍ରଚାର କରିଥିଲେ। କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ…

ନୟାଗଡ଼: ଭାଇରାଲ ହେଲା ବିଜେଡି ପ୍ରାର୍ଥୀ ଓ ବିଜେପି ନେତାଙ୍କ ବାର୍ତ୍ତାଳାପ, ଶୁଣନ୍ତୁ…

ନୟାଗଡ଼: ଭାଇରାଲ ହେଲା ବିଜେଡି ପ୍ରାର୍ଥୀ ଓ ବିଜେପି ନେତାଙ୍କ ବାର୍ତ୍ତାଳାପ, ଶୁଣନ୍ତୁ…

On

ନୟାଗଡ଼: ଜିଲ୍ଲାରେ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଗୋଟିଏ ଫୋନ୍‌ ବାର୍ତ୍ତାଳାପ। ବିଜୁ ଜନତା ଦଳର ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଓ ବିଜେପି ନେତା ସନ୍ନ୍ୟାସୀ ପ୍ରଧାନଙ୍କ ମଧ୍ୟରେ ୫ ମିନିଟ ୪୮ ସେକେଣ୍ଡ ଅବଧିର ଏ ବାର୍ତ୍ତାଳାପଟି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡି-ପିଜେପିର ସମ୍ପର୍କ ବି…

ବିଜେପି ଜିତିଲେ ଛବି ବର୍ଦ୍ଦନ ହତ୍ୟାକାରୀ ନୟାଗଡ଼ ଜେଲ ଯିବେ: ଧର୍ମେନ୍ଦ୍ର

ବିଜେପି ଜିତିଲେ ଛବି ବର୍ଦ୍ଦନ ହତ୍ୟାକାରୀ ନୟାଗଡ଼ ଜେଲ ଯିବେ: ଧର୍ମେନ୍ଦ୍ର

On

ନୟାଗଡ଼: ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ଼ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ରେ ଅ‍ାଜି ଅପରାହ୍ନରେ ବିଶାଳ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ବିଜେଡି ଉପରେ ବର୍ଷିଛନ୍ତି।…

ନୟାଗଡ଼ରେ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଧର୍ମେନ୍ଦ୍ର

ନୟାଗଡ଼ରେ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଧର୍ମେନ୍ଦ୍ର

On

ନୟାଗଡ଼: ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭା ଅବସରରେ କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ର ଦିବଂଗତ ଟାଣୁଅ‍ା ନେତା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହାେଇଯାଇଛି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘଦିନ ଧରି ଅନାବରଣ ହାେଇପାରୁ ନଥିବା ସ୍ବର୍ଗତ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ସହରର ସିନ୍ଦୁରିଅ‍ା…

ଅ‍ାଜି ବିଜେପିକୁ ଫେରିବେ ବିଜୟ

ଅ‍ାଜି ବିଜେପିକୁ ଫେରିବେ ବିଜୟ

On

ଭୁବନେଶ୍ୱର: ଅ‍ାଜି ବିଜେପିକୁ ଫେରିପାରନ୍ତି ବିଜୟ ମହାପାତ୍ର। ଦୀର୍ଘଦିନର କସରତ ପରେ ବିଜୟଙ୍କୁ ରାଜି କରିବାରେ ସଫଳ ହୋଇଛନ୍ତି ବିଜେପିର ବରିଷ୍ଠ ନେତା। ଅ‍ାଜି ବିଧିବଦ୍ଧ ଭାବେ ପୁଣି ବିଜୟ ବିଜେପିରେ ଯୋଗଦେବାର ସୂଚନା ମିଳୁଛି। ସେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼େଇ କରିବାର ସମ୍ଭାବନା ରହିଛି।

ଅ‍ାଜି ନୟାଗଡ଼ ଅ‍ାସୁଛନ୍ତି ଧର୍ମେନ୍ଦ୍ର, ସମ୍ବିତ

ଅ‍ାଜି ନୟାଗଡ଼ ଅ‍ାସୁଛନ୍ତି ଧର୍ମେନ୍ଦ୍ର, ସମ୍ବିତ

On

ନୟାଗଡ଼: ଅ‍ାଗାମୀ ନିର୍ବାଚନ ପାଇଁ ଅ‍ାଜି ଠାରୁ ନୟାଗଡ଼ରେ ପ୍ରଚାର ଅ‍ାରମ୍ଭ କରୁଛି ଭାରତୀୟ ଜନତା ପାର୍ଟି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ନିକଟରେ ବିଜେପିରେ ମିଶିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଦୀର୍ଘଦିନ ଧରି…

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ: ସମ୍ବିତ ପାତ୍ର

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ: ସମ୍ବିତ ପାତ୍ର

On

ପୁରୀ: କହୁ କହୁ କହିଦେଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ପଦ୍ମ ବଦଳରେ ପାଟିରୁ ବାହାରି ପଡ଼ିଲା ବିଜୁ ଜନତା ଦଳର ଦଳୀୟ ସଙ୍କେତ ଶଙ୍ଖର ପ୍ରଶସ୍ତି। ଗଣମାଧ୍ୟମରେ ମତ ରଖିଲା ବେଳେ ସମ୍ବିତ କହିଛନ୍ତି ଯେ, ପୁରୀରେ ଏଥର ଶଙ୍ଖ ଫୁଟିବ। ନିଜ ବକ୍ତବ୍ୟରେ ଗତକାଲି ସଂଧ୍ୟାରେ ଏଭଳି କହିଛନ୍ତି ସମ୍ବିତ। ସମ୍ବିତ କହିଥିଲେ…

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ କଲା ବିଜେପି

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ କଲା ବିଜେପି

On

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା। ୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଅ‍ାଉ ୧୫…

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

On

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗ ଦେଇଛନ୍ତି। ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ପଞ୍ଚାନନ ଦାଶ…

ଦିଲ୍ଲୀରେ ପଦ୍ମ ଧରିଲେ ଦାମୋଦର

ଦିଲ୍ଲୀରେ ପଦ୍ମ ଧରିଲେ ଦାମୋଦର

On

ଭୁବନେଶ୍ବର: ବିଜାପିକୁ ରାଜ୍ୟରୁ ହଟାିବା ପାଇଁ କଂଗ୍ରେସ୍‌ ସହ ବିଜେଡିର ମେଣ୍ଟ ପ୍ରସ୍ତାବ ରଖୁଥିବା ଦାମୋଦର ରାଉତ ଆଜି ବିଜେପିକୁ ଆପଣେଇ ନେଇଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ବିଜେପି ଜାତୀୟ ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ଦାମୋଦର ଦଳରେ ଯୋଗ ଦେଇଛନ୍ତି।…