ଭୁବନେଶ୍ବର: ଫଟୋରେ ଫଟୋରେ ଫନିର ତାଣ୍ଡବ

On

ଭୁବନେଶ୍ବର: ମହାବାତ୍ୟା ଫନି ପୁରୀ ଉପକୂଳରେ କରାଳ ରୂପ ଦେଖାଇ ଏବେ ଉତ୍ତର ଦିଗକୁ ମାଡ଼ି ଚାଲିଥିବା ବେଳେ ଉପକୂଳରୁ ମାତ୍ର ୪୦ କିଲୋମିଟର ଦୂରରେ ଥିବା ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି ଚ୍ୟାନେଲର ପ୍ରସାରଣ ବ୍ୟାହତ

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି ଚ୍ୟାନେଲର ପ୍ରସାରଣ ବ୍ୟାହତ

On

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି। ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ବରରେ ସୁରକ୍ଷା ଦୃଷ୍ଟିରୁ ଆଜି ସକାଳୁ ବିଦ୍ୟୁତ ସେବା ବନ୍ଦ ରଖାଯାଇଥିବା…

ଫନି: ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି

ଫନି: ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି

On

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବ୍ୟାପକ କ୍ଷତି ହୋଇଛି। ରେଳ ଷ୍ଟେସନର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ବେଳେ ବିମାନ ବନ୍ଦରରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଉଭୟ ବିମାନ ବନ୍ଦର ଓ ରେଳ ଷ୍ଟେସନ ବନ୍ଦ ରହିଛି। ୨୪ ଘଣ୍ଟା ପାଇଁ ଭୁବନେଶ୍ଵରକୁ ରେଳ ଓ ବିମାନ…

ଫନି ପ୍ରଭାବରେ ଭୁବନେଶ୍ବର ଷ୍ଟେସନ ଛାରଖାର

ଫନି ପ୍ରଭାବରେ ଭୁବନେଶ୍ବର ଷ୍ଟେସନ ଛାରଖାର

On

ଭୁବନେଶ୍ବର: ମହାବାତ୍ୟା ଫନିର ତାଣ୍ଡବଲୀଳା ଜାରି ରହିଛି। ଭୁବନେଶ୍ବରରେ ପବନ ପରେ ବର୍ଷା ବିତ୍ପାତ ବଢ଼ିଯାଇଛି। ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଷ୍ଟେସନର ଛାତ ଉଡ଼ିଯାଇଛି। କେତେକ ଖୁଣ୍ଟି ଓ ଆଲୋକ ଖୁଣ୍ଟି ମଧ୍ୟ ଭାଙ୍ଗିଯାଇଛି। ଷ୍ଟେସନ ସମ୍ପୂର୍ଣ୍ଣ ଜନଶୂନ୍ଯ ରହିଛି। ଜରୁରୀକାଳୀନ ସେବା ପାଇଁ…

ଭୁବନେଶ୍ଵର: ୧୪୦ କିମି ବେଗରେ ପବନ, ବ୍ୟାପକ କ୍ଷତି,ଦେଖନ୍ତୁ ଭିଡିଓ

ଭୁବନେଶ୍ଵର: ୧୪୦ କିମି ବେଗରେ ପବନ, ବ୍ୟାପକ କ୍ଷତି,ଦେଖନ୍ତୁ ଭିଡିଓ

On

ଭୁବନେଶ୍ବର: ଭୟଙ୍କର ହତ୍ୟା ପଶି ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ଲାଖିରହିଛି। ଫନି ପୁରୀ ଉପକୂଳ ଛୁଇଁବେ ବେଳେ ଭୁବନେଶ୍ବରରେ ପବନର ବେଗ ୪୦ କିଲୋମିଟର ଥିବା ବେଳେ ଏବେ ଏହା ୧୪୦ କିଲୋମିଟର ପହଞ୍ଚିଛି। ପବନ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଗଛ ଭାଙ୍ଗି ପଡ଼ିଥିବା ବେଳେ ବସ୍ତି ଅଞ୍ଚଳରେ ବହୁ ଘର ଗପର…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

On

ଭୁବନେଶ୍ୱର: ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏରୋଡ୍ରମ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟର ୧୧୨ ନଂ ବୁଥରେ ଭୋଟ ଦେଇଛନ୍ତି ନବୀନ । ଏହା ପରେ ଗଣମାଧମ୍ୟରେ ଦମ୍ଭୋକ୍ତି ଦେଇ କହିଛନ୍ତି ଯେ ବିଜେଡି ଚଳିତ ନିର୍ବାଚନରେ ବହୁତ ଭଲ କରିବ । ଜଣେ ସାଧାରଣ ନାଗରିକଙ୍କ ଭଳି ନବୀନ…

ରାଜ୍ୟ ବିଜେପିରେ ବିଦ୍ରୋହ, ମୁଖ୍ୟ କାର୍ଯ୍ୟାଳୟରେ ତାଲା

ରାଜ୍ୟ ବିଜେପିରେ ବିଦ୍ରୋହ, ମୁଖ୍ୟ କାର୍ଯ୍ୟାଳୟରେ ତାଲା

On

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଏକାମ୍ର ଆସନ ପାଇଁ ଟିକେଟ ପାଇନଥିବା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବରିଷ୍ଠ ବିଜେପି ନେତାଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ହୋଲି ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଭୁବନେଶ୍ୱର…

ଅ‍ାରମ୍ଭ ହେଲା ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଅ‍ାରମ୍ଭ ହେଲା ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ

On

ଭୁବନେଶ୍ବର: ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ଜରିଆରେ ସ୍ବତନ୍ତ୍ର ପ୍ରଦର୍ଶନୀୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ୫୦ଟି…

ଭୁବନେଶ୍ବରରେ ରାଲି ପାଇଁ ପ୍ରାର୍ଥୀଙ୍କୁ ମାନିବାକୁ ପଡ଼ିବ ଏଇ ୧୦ ନିୟମ

ଭୁବନେଶ୍ବରରେ ରାଲି ପାଇଁ ପ୍ରାର୍ଥୀଙ୍କୁ ମାନିବାକୁ ପଡ଼ିବ ଏଇ ୧୦ ନିୟମ

On

ଭୁବନେଶ୍ବର:  ଅ‍ାଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉପଦେଶ ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ଆଡଭାଇଜରି ଜାରି କରିଛି କମିସନରେଟ ପୋଲିସ । ୧- ନିର୍ବାଚନୀ ଶୋଭାଯାତ୍ରାରେ କେତେ ଲୋକ…

ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ବିଶ୍ବ ମହିଳା ଦିବସ

ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ବିଶ୍ବ ମହିଳା ଦିବସ

On

ଭୁବନେଶ୍ବର: ବିଶ୍ବ ମହିଳା ଦିବସ ଅବସରରେ ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ କିଣ୍ଡରଗାର୍ଟେନ୍ ତରଫରୁ ହୋଟେଲ କ୍ରାଉନ୍ ଠାରେ “ପ୍ରାଥମିକ ଶିଶୁ ଶିକ୍ଷା: ସାର୍ବଜନୀନ ପ୍ରଣାଳୀ ଓ ଅଭ୍ୟାସ” ଶୀର୍ଷକ ଏକ ବାର୍ତ୍ତ।ଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଗୌରୀ ଈଶ୍ବରନ୍ ସମ୍ବାଦ ଗ୍ରୁପ୍ କାର୍ଯ୍ୟନିର୍ବ।ହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ଉକ୍ତ…